ଅଷ୍ଟନ ଅଗରଙ୍କ ହ୍ୟାଟ୍ରିକ, ୮୯ରେ ଦକ୍ଷିଣ ଆଫ୍ରିକା ସଫା

ଜୋହାନ୍ସବର୍ଗ: ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ ଇଂଲଣ୍ଡ ଠାରୁ ଟେଷ୍ଟ ଓ ଟି-୨୦ ସିରିଜ୍‌ ହାରିଥିବା ଦକ୍ଷିଣ ଆଫ୍ରିକା ଏବେ ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଅଷ୍ଟନ ଅଗରଙ୍କ ହ୍ୟାଟ୍ରିକ ଯୋଗୁ ଦକ୍ଷିଣ ଆଫ୍ରିକାର ପୂରା ଟିମ୍‌ ମାତ୍ର ୮୯ ରନ୍‌ କରିବାକୁ ସକ୍ଷମ ହୋଥିଲା। ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ୨୦୧୮ ବଲ […]

y

y

Hemant Lenka
  • Published: Saturday, 22 February 2020
  • Updated: 22 February 2020, 05:06 PM IST

Sports

Latest News

ଜୋହାନ୍ସବର୍ଗ: ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକାର ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରହିଛି। ପ୍ରଥମେ ଇଂଲଣ୍ଡ ଠାରୁ ଟେଷ୍ଟ ଓ ଟି-୨୦ ସିରିଜ୍‌ ହାରିଥିବା ଦକ୍ଷିଣ ଆଫ୍ରିକା ଏବେ ଅଷ୍ଟ୍ରେଲିଆ ଆଗରେ ଆତ୍ମସମର୍ପଣ କରିଛି। ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟି-୨୦ରେ ଅଷ୍ଟନ ଅଗରଙ୍କ ହ୍ୟାଟ୍ରିକ ଯୋଗୁ ଦକ୍ଷିଣ ଆଫ୍ରିକାର ପୂରା ଟିମ୍‌ ମାତ୍ର ୮୯ ରନ୍‌ କରିବାକୁ ସକ୍ଷମ ହୋଥିଲା। ଫଳରେ ଅଷ୍ଟ୍ରେଲିଆ ଏହି ମ୍ୟାଚ୍‌କୁ ୧୦୭ ରନ୍‌ରେ ଜିତି ସିରିଜ୍‌ରେ ୧-୦ରେ ଆଗୁଆ ହୋଇଯାଇଛି। ୨୦୧୮ ବଲ ଟ୍ୟାମ୍ପରିଂ ଅଭିଯୋଗ ପରେ ଅଷ୍ଟ୍ରେଲିଆ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିବାକୁ ଦକ୍ଷିଣ ଆଫ୍ରିକା ଯାଇଥିଲା। ହେଲେ କଙ୍ଗାରୁ ଟିମ୍‌ ବିଜୟରୁ ଏହି ଅଭିଯାନ ଆରମ୍ଭ କରିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ୬ ୱିକେଟ ହରାଇ ୧୯୬ ରନ୍‌ କରିଥିଲା। ଦଳ ପକ୍ଷରୁ ଷ୍ଟିଭ ସ୍ମିଥ ସର୍ବାଧିକ ୪୫ ରନ୍ କରିଥିବା ବେଳେ ଆରୋନ ଫିଞ୍ଚ ୪୨ ରନ୍‌ର ଇନିଂସ୍‌ ଖେଳିଥିଲେ। ଅଷ୍ଟନ ଅଗର ୯ ବଲରେ ୨୦ ରନ୍ କରିବାରୁ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ୨୦ ଓଭରରେ ୧୯୬ ରନ କରିପାରିଥିଲା। ବ୍ୟାଟିଂରେ ୨୦ ରନ୍‌ କରିଥିବା ଅଗର ବୋଲିଂରେ ୫ଟି ୱିକେଟ ଦଖଲ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ମଧ୍ୟ ମିଳିଛି।

ଅଷ୍ଟ୍ରେଲିଆ ଦେଇଥିବା ୧୯୭ ରନ୍‌ର ଟାର୍ଗେଟକୁ ପିଛା କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳ ୨ ରନ୍‌ରେ ଅଧିନାୟ କ୍ୱିଣ୍ଟନ ଡି’କକଙ୍କୁ ହରାଇଥିଲା। ଏହାପରେ ରସେଇ ଭାନ ଡେର ଡୁସେନ ୬, ଜେଜେ ସମୁଟସ ୭, ଡାଭିଡ ମିଲର ୨, ବିଜଲନ ୧୬, ଫେଲଖୁୱା ୦, ଡେଲ ଷ୍ଟେନ ୦ ରନ୍‌ କରି ଆଉଟ ହୋଇଥିଲେ। ଡୁପ୍ଲେସିସ୍‌ ୨୪ ଓ ଶେଷ ଭାଗରେ ରାବଡା ୨୨ ରନ୍‌ କରିବାରୁ ଦକ୍ଷିଣ ଆଫ୍ରିକା ୮୯ ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଏକାଦା ଦକ୍ଷିଣ ଆଫ୍ରିକା ୪୪ ରନରେ ୩ ୱିକେଟ ହରାଇଥିଲା। ଏହାପରେ ବୋଲିଂ କରିବାକୁ ଆସିଥିବା ଅଗର ତାଙ୍କ ପ୍ରଥମ ଓଭରରେ ହିଁ ଡୁପ୍ଲେସିସ, ଫେଲଖୁୱା ଓ ଡେଲ ଷ୍ଟେନଙ୍କୁ କ୍ରମାଗତ ୩ଟି ବଲରେ ଆଉଟ କରି ନିଜର ହ୍ୟାଟ୍ରିକ ହାସଲ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ୪୪ ରନ୍‌ରେ ୭ ୱିକେଟ ହରାଇଥିଲା।

ଶେଷ ଭାଗରେ ଅଗର ପୁଣିଥରେ ବିଜଲନ(୧୬) ଓ ଲୁଙ୍ଗି ଏନଗିଡ଼ିଙ୍କୁ ଆଉଟ କରି ମ୍ୟାଚର ୫ମ ସଫଳତା ହାସଲ କରିଥିଲେ। ଅଗର ୧୩ତମ ବୋଲର ଭାବେ ଟି-୨୦ ଅନ୍ତର୍ଜାତୀୟରେ ହ୍ୟାଟ୍ରିକ ନେଇଥିବା ବେଳେ ଅଷ୍ଟ୍ରେଲିଆର ଦ୍ୱିତୀୟ ବୋଲର ଭାବେ ଏଭଳି ସଫଳତା ପାଇଛନ୍ତି। ଅଷ୍ଟ୍ରେଲିଆ ପକ୍ଷରୁ ବ୍ରେଟ ଲି’ ୨୦୦୭ରେ ପ୍ରଥମ ଅଷ୍ଟ୍ରେଲିଆ ବୋଲର ଭାବେ ହ୍ୟାଟ୍ରିକ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story