ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପ୍‌: ୭ରେ ଉନ୍ମୋଚନ ହେବ ଲୋଗୋ ଓ ମାସ୍କଟ୍‌

ଭୁବନେଶ୍ୱର: ଆସନ୍ତା ୭ତାରିଖରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପର ଲୋଗୋ ଓ ମାସ୍କଟ ଉନ୍ମୋଚନ ହେବ। କଳିଙ୍ଗଷ୍ଟାଡିୟମ ହକି କମ୍ପ୍ଳେକ୍ସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିବେ। ଏଥିସହ ଦେଶର ମହାନ ଆଥଲେଟ୍  ପି.ଟି ଉଷା ଏବଂ ଅଂଜୁ ବବି ଜର୍ଜ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତା ସାଙ୍ଗକୁ ଋତୁରାଜ ମହାନ୍ତି ଏବଂ ଓଲିଉଡ ଷ୍ଟାରମାନଙ୍କ ଡ୍ୟାନସ ଓ ମ୍ୟୁଜିକ କାର୍ଯ୍ୟକ୍ରମ ମଧ୍ୟ […]

Kalinga-Stadium

Kalinga-Stadium

Rakesh Mallick
  • Published: Friday, 05 May 2017
  • Updated: 05 May 2017, 07:38 PM IST

ଭୁବନେଶ୍ୱର: ଆସନ୍ତା ୭ତାରିଖରେ ଏସିଆନ ଆଥଲେଟିକ୍ସ ଚାମ୍ପିୟନସିପର ଲୋଗୋ ଓ ମାସ୍କଟ ଉନ୍ମୋଚନ ହେବ। କଳିଙ୍ଗଷ୍ଟାଡିୟମ ହକି କମ୍ପ୍ଳେକ୍ସରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉନ୍ମୋଚନ କରିବେ। ଏଥିସହ ଦେଶର ମହାନ ଆଥଲେଟ୍  ପି.ଟି ଉଷା ଏବଂ ଅଂଜୁ ବବି ଜର୍ଜ ମଧ୍ୟ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ତା ସାଙ୍ଗକୁ ଋତୁରାଜ ମହାନ୍ତି ଏବଂ ଓଲିଉଡ ଷ୍ଟାରମାନଙ୍କ ଡ୍ୟାନସ ଓ ମ୍ୟୁଜିକ କାର୍ଯ୍ୟକ୍ରମ ମଧ୍ୟ ରହିଛି ବୋଲି କ୍ରୀଡ଼ା ସଚିବ ବିଶାଲ ଦେବ ସୂଚନା ଦେଇଛନ୍ତି। ଏନେଇ ଏବେ ଚଳ ଚଞ୍ଚଳ କଳିଙ୍ଗ ଷ୍ଟାଡ଼ିୟମ।  ଷ୍ଟାଡ଼ିୟମର ସିନ୍ଥେଟିକ ଟର୍ଫ  ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ନିର୍ଦ୍ଧାରିତ ତାରିଖ ପୂର୍ବରୁ ସମସ୍ତ କାମ ଶେଷ ହୋଇଯିବ ବୋଲି ଭାରତୀୟ ଆଥଲେଟିସ ଆସୋସିଏସନର ସମ୍ପାଦକ କହିଛନ୍ତି।

Picture Courtesy-Pragativadi

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story