ଆଶୀର୍ବାଦଙ୍କ ହାତରୁ ଗଲା ଓଡ଼ିଶା ଅଲିମ୍ପିକ ଆସୋସିଏସନ କ୍ଷମତା

କଟକ: ଦୀର୍ଘବର୍ଷ ପରେ ଓଡ଼ିଶା ଅଲିମ୍ପିକ ଆସୋସିଏସନର କ୍ଷମତା ଆଶୀର୍ବାଦ ବେହେରାଙ୍କ ହାତରୁ ଯାଇଛି। ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ଭାବେ ଏମ.ଏ. ଆଲାମ୍‌ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି । ବିଜେପି ନେତା ସମୀର ଦେ ପୁଣି ଥରେ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୨ଟି ପଦବୀ ପାଇଁ ହୋଇଥିବା ଏହି ନିର୍ବାଚନରେ ଅନ୍ୟ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିବାଚିତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କ ନାମ […]

ashirbad

ashirbad

Rakesh Mallick
  • Published: Wednesday, 28 September 2016
  • Updated: 28 September 2016, 02:11 PM IST

Sports

Latest News

କଟକ: ଦୀର୍ଘବର୍ଷ ପରେ ଓଡ଼ିଶା ଅଲିମ୍ପିକ ଆସୋସିଏସନର କ୍ଷମତା ଆଶୀର୍ବାଦ ବେହେରାଙ୍କ ହାତରୁ ଯାଇଛି। ଓଡ଼ିଶା ଅଲିମ୍ପିକ ଆସୋସିଏସନ ସାଧାରଣ ସମ୍ପାଦକ ଭାବେ ଏମ.ଏ. ଆଲାମ୍‌ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି ।

ବିଜେପି ନେତା ସମୀର ଦେ ପୁଣି ଥରେ ଓଡ଼ିଶା ଅଲିମ୍ପିକ ଆସୋସିଏସନର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ୨୨ଟି ପଦବୀ ପାଇଁ ହୋଇଥିବା ଏହି ନିର୍ବାଚନରେ ଅନ୍ୟ ସମସ୍ତ ପ୍ରାର୍ଥୀ ନିର୍ଦ୍ୱନ୍ଦରେ ନିବାଚିତ ହୋଇଛନ୍ତି। ଆସନ୍ତା ୩୦ ତାରିଖରେ ସମସ୍ତ ନିର୍ବାଚିତ ପ୍ରାର୍ଥୀଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯିବ।

ସାଧାରଣ ସମ୍ପାଦକ ଆଲାମ୍ ଆଶୀର୍ବାଦଙ୍କ ପାଖ ଲୋକ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos