ଇତିହାସ ରଚିଲେ ଓଡ଼ିଆ ପୁଅ: ୧୭ ଥର ବିଶ୍ୱ ବିଜେତାଙ୍କୁ ହରାଇଲେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଚାଲିଥିବା ଜାତୀୟ ସ୍ନୁକର ଚାଂପିଅନସିପରେ ବଡ଼ ଧରଣର ବିପର୍ଯ୍ୟୟ। ୧୭ ଥରର ବିଶ୍ୱ ବିଜେତା ପଙ୍କଜ ଆଡ଼ଭାନିଙ୍କୁ ପରାସ୍ତ କରିଛନ୍ତି ଓଡ଼ଆ ଖେଳାଳି ଆଶୁତୋଷ ପାଢ଼ୀ। ସେ ୪-୨ରେ ପଙ୍କଜଙ୍କୁ ପରାସ୍ତ କରି ୧୬ତମ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଏକପ୍ରକାର ଇତିହାସ ରଚିଛନ୍ତି ଆଶୁତୋଷ। ବିଗତ କିଛି ବର୍ଷ ହେବ ଜାତୀୟ ଜୁନିଅର ସ୍ନୁକର ଚାଂପିଅନସିପରେ ବିଜେତା ହୋଇ ଆସୁଛନ୍ତି ଆଶୁତୋଷ। ଗୀତ୍ ସେଠୀ, ପଙ୍କଜ ଆଡଭାନି ଓ […]

1895_1

1895_1

Rakesh Mallick
  • Published: Thursday, 25 January 2018
  • Updated: 25 January 2018, 08:48 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବାଙ୍ଗାଲୋର ଚାଲିଥିବା ଜାତୀୟ ସ୍ନୁକର ଚାଂପିଅନସିପରେ ବଡ଼ ଧରଣର ବିପର୍ଯ୍ୟୟ। ୧୭ ଥରର ବିଶ୍ୱ ବିଜେତା ପଙ୍କଜ ଆଡ଼ଭାନିଙ୍କୁ ପରାସ୍ତ କରିଛନ୍ତି ଓଡ଼ଆ ଖେଳାଳି ଆଶୁତୋଷ ପାଢ଼ୀ। ସେ ୪-୨ରେ ପଙ୍କଜଙ୍କୁ ପରାସ୍ତ କରି ୧୬ତମ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏହି ବିଜୟ ସହ ଏକପ୍ରକାର ଇତିହାସ ରଚିଛନ୍ତି ଆଶୁତୋଷ। ବିଗତ କିଛି ବର୍ଷ ହେବ ଜାତୀୟ ଜୁନିଅର ସ୍ନୁକର ଚାଂପିଅନସିପରେ ବିଜେତା ହୋଇ ଆସୁଛନ୍ତି ଆଶୁତୋଷ। ଗୀତ୍ ସେଠୀ, ପଙ୍କଜ ଆଡଭାନି ଓ ଦବଜ ହାରିଆଙ୍କ ପରେ ଆଶୁତୋଷ ହେଉଛନ୍ତି ଚତୁର୍ଥ ଖେଳାଳି ଯିଏକି ଜାତୀୟ ପ୍ରତିଯୋଗିତାରେ ହ୍ୟାଟ୍ରିକ ଟ୍ରଫି ଜିତିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos