ଆଇସିସି ଟେଷ୍ଟ ମାନ୍ୟତା: ଉଠିଲେ ଅଶ୍ୱିନ ଓ ୱିଲିୟମ୍‌ସନ୍‌

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୭୧) ଉଠିଥିବା ବେଳେ ଓ ବ୍ୟାଟିଂ ତାଲିକାରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ କେନ୍‌ ୱିଲିୟମସନ୍‌ (୮୭୯) ମଧ୍ୟ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି। ଅଶ୍ୱିନ୍‌ଙ୍କ ୧୦ ୱିକେଟ ବଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ଭାରତ ୧୯୭ ରନ୍‌ରେ ପରାସ୍ତ କରିଥିଲା। ଟେଷ୍ଟ ବୋଲର ତାଲିକରେ ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ୍‌ (୮୭୮)।  ବ୍ୟାଟିଂ ତାଲିକାର ଶୀର୍ଷସ୍ଥାନ […]

r-aswini

r-aswini

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 06:03 PM IST

Sports

Latest News

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ ମାନ୍ୟତାର ବୋଲିଂ ତାଲିକାରେ ଦ୍ୱିତୀୟ ସ୍ଥାନକୁ ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ (୮୭୧) ଉଠିଥିବା ବେଳେ ଓ ବ୍ୟାଟିଂ ତାଲିକାରେ ନ୍ୟୁଜିଲାଣ୍ଡର ବ୍ୟାଟ୍ସମ୍ୟାନ୍‌ କେନ୍‌ ୱିଲିୟମସନ୍‌ (୮୭୯) ମଧ୍ୟ ଦ୍ୱିତୀୟ ସ୍ଥାନକୁ ଉଠିଛନ୍ତି।

ଅଶ୍ୱିନ୍‌ଙ୍କ ୧୦ ୱିକେଟ ବଳରେ ନ୍ୟୁଜିଲାଣ୍ଡକୁ ପ୍ରଥମ ଟେଷ୍ଟରେ ଭାରତ ୧୯୭ ରନ୍‌ରେ ପରାସ୍ତ କରିଥିଲା।

ଟେଷ୍ଟ ବୋଲର ତାଲିକରେ ଶୀର୍ଷରେ ରହିଛନ୍ତି ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ୍‌ (୮୭୮)।  ବ୍ୟାଟିଂ ତାଲିକାର ଶୀର୍ଷସ୍ଥାନ ଅଧିକାର କରିଛନ୍ତି ଅଷ୍ଟ୍ରେଲିର ଏସ୍‌ପିଡି ସ୍ମିଥ (୯୦୬)।

ବୋଲର ମାନ୍ୟତାର ତୃତୀୟ ସ୍ଥାନରେ ଇଂଲଣ୍ଡର ଜେଏମ୍ ଆଣ୍ଡରସନ (୮୭୦), ଚତୁର୍ଥସ୍ଥାନରେ ଇଂଲଣ୍ଡର ଏସ୍‌ସିଜେ ବ୍ରୋଡ (୮୩୬), ପଞ୍ଚମ ସ୍ଥାନରେ ଶ୍ରୀଲଙ୍କାର ହେରାଥ (୮୩୧), ଷଷ୍ଠ ସ୍ଥାନରେ ପାକିସ୍ତାନର ୟସୀର ଶାହ (୮୦୬), ସପ୍ତମ ସ୍ଥାନରେ ଭାରତର ରବୀନ୍ଦ୍ର ଜାଡେଜା (୭୯୮), ଅଷ୍ଟମ ସ୍ଥାନରେ ଅଷ୍ଟ୍ରେଲିଆର ଏମ୍‌ଏ ଷ୍ଟ୍ରାର୍କ (୭୯୨), ନବମ ସ୍ଥାନରେ ନ୍ୟୁଜିଲାଣ୍ଡର ଏନ୍‌. ୱାଙ୍ଗନର (୭୪୬) ଓ ଦଶମ ସ୍ଥାନରେ ନ୍ୟୁଜିଲାଣ୍ଡର ଟି.ଏ. ବୋଲ୍ଟ (୭୨୩)ରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story