ରିଓ ଅଲିମ୍ପିକ୍‌: ତୀରନ୍ଦାଜୀରେ ଚମକିଲେ ଅତନୁ ଦାସ

ରିଓ ଡି ଜେନେରିଓ: ଭାରତୀୟ ତୀରନ୍ଦାଜ ଅତନୁ ଦାସ ପୁରୁଷ ବ୍ୟକ୍ତିଗତ ୧/୮ ଏଲିମିନେଟର ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସେ କ୍ୟୁବାର ଆନ୍ଦ୍ରିଆନ୍‌ ଆନ୍ଦ୍ରେସ ପ୍ୟୁଣ୍ଟେସ୍‌ ପେରେଜଙ୍କୁ ୧୩୯-୧୩୫ରେ ପରାସ୍ତ କରିଛନ୍ତି। ୫ଟି ସେଟ୍‌ରେ ସେ ୨୮-୨୬, ୨୯-୨୬, ୨୬-୨୭,୨୭-୨୮, ୨୯-୨୮ ସ୍କୋର କରିଥିଲେ। ଦୁହିଁଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଅତନୁ ପ୍ରଥମ ଓ ଶେଷ ଦୁଇଟି ସେଟ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସେଟ୍‌ରେ ଟିକେ ଖରାପ ପ୍ରଦର୍ଶନ କରିଥିଲେ। ଅତନୁ […]

atanu das

atanu das

Rakesh Mallick
  • Published: Tuesday, 09 August 2016
  • Updated: 09 August 2016, 10:18 PM IST

Sports

Latest News

ରିଓ ଡି ଜେନେରିଓ: ଭାରତୀୟ ତୀରନ୍ଦାଜ ଅତନୁ ଦାସ ପୁରୁଷ ବ୍ୟକ୍ତିଗତ ୧/୮ ଏଲିମିନେଟର ରାଉଣ୍ଡକୁ ପ୍ରବେଶ କରିଛନ୍ତି। ସେ କ୍ୟୁବାର ଆନ୍ଦ୍ରିଆନ୍‌ ଆନ୍ଦ୍ରେସ ପ୍ୟୁଣ୍ଟେସ୍‌ ପେରେଜଙ୍କୁ ୧୩୯-୧୩୫ରେ ପରାସ୍ତ କରିଛନ୍ତି।

୫ଟି ସେଟ୍‌ରେ ସେ ୨୮-୨୬, ୨୯-୨୬, ୨୬-୨୭,୨୭-୨୮, ୨୯-୨୮ ସ୍କୋର କରିଥିଲେ। ଦୁହିଁଙ୍କ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା। ଅତନୁ ପ୍ରଥମ ଓ ଶେଷ ଦୁଇଟି ସେଟ୍‌ରେ ଉନ୍ନତ ପ୍ରଦର୍ଶନ କରିଥିଲେ ମଧ୍ୟ ତୃତୀୟ ସେଟ୍‌ରେ ଟିକେ ଖରାପ ପ୍ରଦର୍ଶନ କରିଥିଲେ।

ଅତନୁ ପରବର୍ତ୍ତୀ ପ୍ରତିଯୋଗିତାରେ ଦକ୍ଷିଣ କୋରିଆର ସିଉଙ୍ଗୁଆନ୍‌ ଲିଙ୍କୁ ଶୁକ୍ରବାର ଦିନ ଭେଟିବେ।

ଏହା ପୂର୍ବରୁ ଆଜି ତୀରନ୍ଦାଜ ଅତନୁ ଦାସ ନେପାଳର ଜିତ୍‌ବାହାଦୂର ମୁକ୍‌ତାନ୍‌ଙ୍କୁ ୮୮-୭୬ରେ ପରାସ୍ତ କରିଥିଲେ।

ସେ ପ୍ରଥମରୁ ହିଁ ଭଲ ଆରମ୍ଭ କରିଥିଲେ। ସେ ୫ଟି ସେଟ୍‌ରୁ ତିନିଟିରେ ୨୯-୨୬, ୨୯-୨୪,୩୦-୨୬ ସ୍କୋର କରି ନେପାଳର ମୁକ୍‌ତାନ୍‌କୁ ହରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story