୩ ଦିନରେ ପ୍ରଥମ ଟେଷ୍ଟ୍‌ ଶେଷ: ୩୩୩ ରନ୍‌ରେ ଅଷ୍ଟ୍ରେଲିଆଠୁ ହାରିଲା ଭାରତ

ପୁନେ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ହାରି ଯାଇଛି ଭାରତ। ଅଢ଼େଇ ଦିନରେ ସରିଯାଇଛି ଏହି ମ୍ୟାଚ୍‌। ୫ ଦିନରୁ ପୂରା ୩ ଦିନ ବି ଖେଳ ହୋଇ ନ ଥିବା ବେଳେ ୩୩୩ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି ବିରାଟ ବାହିନୀ। ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୦ ରନ୍ କରିଥିବା ବେଳେ ଭାରତ ୧୦୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୮୫ ରନ୍ କରିଥିବା ବେଳେ ଭାରତ ୧୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। […]

smith

smith

Rakesh Mallick
  • Published: Saturday, 25 February 2017
  • Updated: 25 February 2017, 05:05 PM IST

Sports

Latest News

ପୁନେ: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ହାରି ଯାଇଛି ଭାରତ। ଅଢ଼େଇ ଦିନରେ ସରିଯାଇଛି ଏହି ମ୍ୟାଚ୍‌। ୫ ଦିନରୁ ପୂରା ୩ ଦିନ ବି ଖେଳ ହୋଇ ନ ଥିବା ବେଳେ ୩୩୩ ରନ୍‌ରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି ବିରାଟ ବାହିନୀ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୨୬୦ ରନ୍ କରିଥିବା ବେଳେ ଭାରତ ୧୦୫ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ୨୮୫ ରନ୍ କରିଥିବା ବେଳେ ଭାରତ ୧୦୭ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା।

ଉଭୟ ଇନିଂସରେ ୬ଟି ଲେଖାଏଁ ୱିକେଟ୍ ନେଇ ଭାରତୀୟ ବ୍ୟାଟ୍ସମ୍ୟାନ୍‌ଙ୍କୁ ଧରାଶୟୀ କରି ଦେଇଥିବା ଷ୍ଟିଭ୍ ଓ’କିଫଙ୍କୁ ମ୍ୟାନ୍ ଅଫ୍ ଦ ମ୍ୟାଚ୍ ପ୍ରଦାନ କରାଯାଇଛି।

ଗତକାଲି ଭାରତ ପ୍ରଥମ ଇନିଂସରେ ୧୦୫ରେ ଅଲ୍‌ଆଉଟ୍ ହୋଇଯିବା ପରେ ଅଷ୍ଟ୍ରେଲିଆ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଗତକାଲି ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୪ ୱିକେଟ୍ ହରାଇ ୧୪୩ ରନ୍ କରିଥିଲା। ଆଜି ଆଉ ୧୪୨ ରନ୍ ଯୋଡ଼ି ପୂରା ଟିମ୍ ଅଲ୍‌ଆଉଟ୍ ହୋଇଯାଇଥିଲା। ରବୀନ୍ଦ୍ର ଜାଡ଼େଜାଙ୍କ ଏକ ବଲ୍‌ରେ ଏଲ୍‌ବିଡବ୍ଲ୍ୟୁ ହେବା ପୂର୍ବରୁ ଅଷ୍ଟ୍ରେଲିଆର ଅଧିନାୟକ ଷ୍ଟିଭ୍ ସ୍ମିଥ୍ ୨୦୨ ବଲ୍‌ରୁ ୧୦୯ ରନ୍ କରିଥିଲେ। ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ଭାରତୀୟ ବ୍ୟାଟ୍ସମ୍ୟାନେ ବିଫଳ ହୋଇଥିଲେ। ମୁରଲି ବିଜୟ ୨ ରନ୍ କରି ଆଉଟ୍ ହୋଇଥିବା ବେଳେ ପ୍ରଥମ ଇନିଂସରେ ୬୪ ରନ୍ କରିଥିବା ଲୋକେଶ ରାହୁଲ ୧୦ ରନ୍ କରି ଆଉଟ୍ ହୋଇଥିଲେ। ଚେତେଶ୍ୱର ପୂଜାରା ୩୧ ରନ୍ କରିଥିବା ବେଳେ ଅଧିନାୟକ ବିରାଟ କୋହଲି ୧୩, ଆଜିଙ୍କ୍ୟ ରାହାଣେ ୧୮, ରବିଚନ୍ଦ୍ରନ ଅଶ୍ୱିନ ୮, ରିଦ୍ଧିମାନ ଶାହା ୫, ରବୀନ୍ଦ୍ର ଜାଡେଜା ୩, ଜୟନ୍ତ ଯାଦବ ୫ ରନ୍ କରିଥିବା ବେଳେ ଇଶାନ୍ତ ଶର୍ମା ଖାତା ଖୋଲି ପାରି ନ ଥିଲେ।

ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟସ୍ଥ ଦ୍ୱିତୀୟ ଟେଷ୍ଟ୍ ମ୍ୟାଚ୍ ମାର୍ଚ୍ଚ ୪ ତାରିଖରୁ ବାଙ୍ଗାଲୋରରେ ଖେଳା ଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story