ନାଗପୁରରେ ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ଜାରି: ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର। ଚଳିତ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଅଷ୍ଟ୍ରେଲିଆ ପକ୍ଷରୁ ଓପନର୍‌ ୱାର୍ଣ୍ଣର ୫୩ ରନ କରି ଆଉଟ୍‌ ହୋଇଥିବା ବେଳେ ଫିଞ୍ଚ ୩୨ରନରେ ଆଉଟ୍‌ ହୋଇଥିଲେ। ଏହାସହ ସହ ଅଧିନାୟକ ସ୍ମିଥ୍ ମଧ୍ୟ ୧୬ରନ କରି କେଦାର ଯାଦବଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ଅକ୍ସର ପଟେଲ୍‌ ଏପର୍ଯ୍ୟନ୍ତ ୨ଟି ୱିକେଟ୍‌ ନେଇଥିବା […]

toss2409 (1)

toss2409 (1)

Rakesh Mallick
  • Published: Sunday, 01 October 2017
  • Updated: 01 October 2017, 11:19 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ନାଗପୁର ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଛି ଟକ୍କର। ଚଳିତ ଦିନିକିଆ ସିରିଜର ଶେଷ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଛି। ଅଷ୍ଟ୍ରେଲିଆ ପକ୍ଷରୁ ଓପନର୍‌ ୱାର୍ଣ୍ଣର ୫୩ ରନ କରି ଆଉଟ୍‌ ହୋଇଥିବା ବେଳେ ଫିଞ୍ଚ ୩୨ରନରେ ଆଉଟ୍‌ ହୋଇଥିଲେ। ଏହାସହ ସହ ଅଧିନାୟକ ସ୍ମିଥ୍ ମଧ୍ୟ ୧୬ରନ କରି କେଦାର ଯାଦବଙ୍କ ଶିକାର ହୋଇଥିଲେ। ଭାରତ ପକ୍ଷରୁ ଅକ୍ସର ପଟେଲ୍‌ ଏପର୍ଯ୍ୟନ୍ତ ୨ଟି ୱିକେଟ୍‌ ନେଇଥିବା ବେଳେ  କେଦାର ଯାଦାବ ଓ ପଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ହାସଲ କରିଛନ୍ତି। ଶେଷ ଖବର ସୁଦ୍ଧା ଅଷ୍ଟ୍ରେଲିଆ ୪୦ ଓଭର ପରେ ୪ୱିକେଟ୍‌ ହରାଇ ୧୯୦ ରନ୍‌ କରିପାରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos