ପ୍ରଥମ ବ୍ୟାଟସମ୍ୟାନ୍‌ ଭାବେ ସ୍ମିଥ କଲେ ଏହି ରେକର୍ଡ

ଲର୍ଡସ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ଆଶେସ ସରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ସ୍ମିଥ ୯୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି। ତେବେ ଆଶେସ ସିରିଜ୍‌ରେ କ୍ରମାଗତ ଭାବେ ୭ ଥର ୫୦ରୁ ଅଧିକ ରନ୍‌ କରିବାରେ ସ୍ମିଥ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆର ମାଇକ୍‌ ହସି ଆଶେସ ସିରିଜ୍‌ରେ କ୍ରମାଗତ ୬ ଥର ୫୦ରୁ ଅଧିକ ରନ୍‌ […]

wa

wa

Hemant Lenka
  • Published: Saturday, 17 August 2019
  • Updated: 17 August 2019, 08:55 PM IST

Sports

Latest News

ଲର୍ଡସ: ଅଷ୍ଟ୍ରେଲିଆର ଷ୍ଟାର ବ୍ୟାଟସ୍‌ମ୍ୟାନ୍‌ ଷ୍ଟିଭ୍‌ ସ୍ମିଥ ଏକ ବିରଳ ରେକର୍ଡର ଅଧିକାରୀ ହୋଇଛନ୍ତି। ଚଳିତ ଆଶେସ ସରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ସ୍ମିଥ ୯୨ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳି ପ୍ୟାଭିଲିୟନ ଫେରିଛନ୍ତି।

ତେବେ ଆଶେସ ସିରିଜ୍‌ରେ କ୍ରମାଗତ ଭାବେ ୭ ଥର ୫୦ରୁ ଅଧିକ ରନ୍‌ କରିବାରେ ସ୍ମିଥ ବିଶ୍ୱର ପ୍ରଥମ ବ୍ୟାଟସମ୍ୟାନ ହେବାର କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ଏହାପୂର୍ବରୁ ଅଷ୍ଟ୍ରେଲିଆର ମାଇକ୍‌ ହସି ଆଶେସ ସିରିଜ୍‌ରେ କ୍ରମାଗତ ୬ ଥର ୫୦ରୁ ଅଧିକ ରନ୍‌ କରି ରେକର୍ଡ ନିଜ ନାଁରେ କରିଥିଲେ। ସ୍ମିଥ କିନ୍ତୁ ଆଜି ଏହି ରେକର୍ଡକୁ ଭାଙ୍ଗି ଦେଇଛନ୍ତି।

ସ୍ମିଥଙ୍କ ଆଶେସ ସିରିଜ୍‌ର କ୍ରମାଗତ ୭ଟି ଇନିଂସ୍‌ରେ ୨୩୯, ୭୬, ୧୦୨(ନଟଆଉଟ), ୮୩, ୧୪୪,୧୪୨ ଓ ୯୨ ରନ୍‌ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story