ଶ୍ରୀଲଙ୍କାକୁ ହରାଇଲେ ଫିଞ୍ଚ ଓ ଷ୍ଟାର୍କ, ଶୀର୍ଷରେ ଅଷ୍ଟ୍ରେଲିଆ

ଓଭାଲ୍‌: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ଶତକ ଓ ମିଚେଲ୍‌ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ କଙ୍ଗାରୁ ଟିମ୍‌ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୮୭ ରନ୍‌ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୩୩୪ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୨୪୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ବିସ୍ଫୋରକ ୧୫୩ ରନ୍‌ ଇନିଂସ୍‌ ପାଇଁ ଫିଞ୍ଚଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚନା କରାଯାଇଛି। ଏହି ବିଜୟ ପରେ ବିଶ୍ୱକପ୍‌ ପଏଣ୍ଟ […]

yu

yu

Hemant Lenka
  • Published: Saturday, 15 June 2019
  • Updated: 15 June 2019, 10:41 PM IST

Sports

Latest News

ଓଭାଲ୍‌: ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍‌ ଫିଞ୍ଚଙ୍କ ଶତକ ଓ ମିଚେଲ୍‌ ଷ୍ଟାର୍କଙ୍କ ଘାତକ ବୋଲିଂ ବଳରେ କଙ୍ଗାରୁ ଟିମ୍‌ ପ୍ରତିପକ୍ଷ ଶ୍ରୀଲଙ୍କାକୁ ୮୭ ରନ୍‌ରେ ପରାସ୍ତ କରିଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍‌ ହରାଇ ୩୩୪ ରନ୍‌ କରିଥିବା ବେଳେ ଶ୍ରୀଲଙ୍କା ମାତ୍ର ୨୪୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଛି। ବିସ୍ଫୋରକ ୧୫୩ ରନ୍‌ ଇନିଂସ୍‌ ପାଇଁ ଫିଞ୍ଚଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚନା କରାଯାଇଛି। ଏହି ବିଜୟ ପରେ ବିଶ୍ୱକପ୍‌ ପଏଣ୍ଟ ଟେବୁଲର ଶୀର୍ଷରେ ଅଷ୍ଟ୍ରେଲିଆ ପହଞ୍ଚି ଯାଇଛି। ଦଳ ୫ଟି ମ୍ୟାଚ୍‌ରୁ ୪ଟି ବିଜୟ ଓ ଗୋଟିଏ ପରାଜୟ ସହ ୮ ପଏଣ୍ଟ ପାଇଛି।

ଅଷ୍ଟ୍ରେଲିଆ ଦେଇଥିବା ବିଶାଳ ୩୩୫ ରନ୍‌ର ଟାର୍ଗେଟ ପିଛା କରୁଥିବା ଶ୍ରୀଲଙ୍କା ଭଲ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ଦିମୁଥ କରୁଣାରତ୍ନେ ଓ କୁଶଳ ପରେରା ବିସ୍ଫୋରକ ଢଙ୍ଗରେ ରନ୍‌ ସଂଗ୍ରହ କରିଥିଲେ। ଏକଦା ଦଳ ମାତ୍ର ୧୫ ଓଭରରେ ୧୧୫ ରନ୍ କରିଥିଲା। ତେବେ ଏହି ସମୟରେ ୩୬ ବଲ୍‌ରେ ୫୨ ରନ୍‌ କରିଥିବା ପରେରାଙ୍କୁ ଷ୍ଟାର୍କ ବୋଲ୍ଡ କରି ଶ୍ରୀଲଙ୍କାର ରନ୍‌ ହାରରେ ବ୍ରେକ୍‌ ଲଗାଇଥିଲେ। କରୁଣାରତ୍ନେ ଲଢ଼େଇ କରିଥିଲେ ହେଁ ବେଶୀ ସମୟ ତିଷ୍ଟି ପାରି ନଥିଲେ। ଶତକ ଠାରୁ ମାତ୍ର ୩ ରନ୍‌ ଦୂରରେ ଥିବା କରୁଣାରତ୍ନେଙ୍କୁ କେନ୍‌ ରିଚାର୍ଡସନ୍‌ ଆଉଟ୍‌ କରି ଶ୍ରୀଲଙ୍କାର ପରାଜୟକୁ ନିଶ୍ଚିତ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଥିରୁମାନି ୧୬, କୁଶଳ ମେଣ୍ଡିସ ୩୦, ଆଞ୍ଜିଲୋ ମାଥ୍ୟୁସ ୯, ମିଲିଣ୍ଡା ସିରବର୍ଦ୍ଧନେ ୩, ଥିସିରା ପରେରା ୭, ଇସ୍ରୁ ଉଦାନ ୮, ଲସିଥ ମାଲିଙ୍ଗା ୧ ଓ ଧନଞ୍ଜୟ ଡି’ସିଲଭା ୧୬ ରନ୍‌ ଶେଷ ଯାଏ ଅପରାଜିତ ରହିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ଷ୍ଟାର୍କ ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ରିଚାର୍ଡସନ ୩ଟି, ପ୍ୟାଟ୍ କମିନ୍ସ ୨ଟି ଓ ଜାସନ ବେହେରନଡ୍ରଫ୍‌ ଗୋଟିଏ ଲେଖାଏ ୱିକେଟ୍‌ ପାଇଛନ୍ତି। ଏହା ପୂର୍ବରୁ ଅଷ୍ଟ୍ରେଲିଆ ପାଇଁ ଫିଞ୍ଚ ୧୫୩ ରନ୍‌ ଓ ଷ୍ଟିଭ୍‌ ସ୍ମିଥ ୭୩ ରନ୍ର ଇନିଂସ ଖେଳିଥିଲେ। ଶେଷ ଭାଗରେ ମ୍ୟାକ୍ସୱେଲ ବିସ୍ଫୋରକ ୪୬ ରନ୍ କରିବାରୁ ଅଷ୍ଟ୍ରେଲିଆ ୭ ୱିକେଟ୍ ହରାଇ ୩୩୪ ରନ୍ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story