ଆଶେସ ସିରିଜ୍‌: ୨୫୦ରେ ଅଷ୍ଟ୍ରେଲିଆ ଅଲଆଉଟ୍‌

ଲର୍ଡସ୍‌: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ଟି ଡ୍ର ଅଭିମୁଖେ ଅଗ୍ରସର ହେଉଛି। ଷ୍ଟିଭ ସ୍ମିଥଙ୍କ ଲଢ଼ୁଆ ୯୨ ରନ୍‌ର ଇନିଂସ ସତ୍ତ୍ୱେ କଙ୍ଗାରୁ ଟିମ୍‌ ତା’ର ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରି ଅଲ ଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୫୮ ରନ୍‌ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଆଜି ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିବସ। ଆସନ୍ତାକାଲି ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚର ଫଳାଫଳ […]

ty

ty

Hemant Lenka
  • Published: Saturday, 17 August 2019
  • Updated: 17 August 2019, 09:21 PM IST

Sports

Latest News

ଲର୍ଡସ୍‌: ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଆଶେସ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ଟି ଡ୍ର ଅଭିମୁଖେ ଅଗ୍ରସର ହେଉଛି। ଷ୍ଟିଭ ସ୍ମିଥଙ୍କ ଲଢ଼ୁଆ ୯୨ ରନ୍‌ର ଇନିଂସ ସତ୍ତ୍ୱେ କଙ୍ଗାରୁ ଟିମ୍‌ ତା’ର ପ୍ରଥମ ଇନିଂସ୍‌ରେ ୨୫୦ ରନ୍‌ କରି ଅଲ ଆଉଟ୍‌ ହୋଇଯାଇଛି। ଇଂଲଣ୍ଡ ପ୍ରଥମ ଇନିଂସ୍‌ରେ ୨୫୮ ରନ୍‌ କରିଥିବାରୁ ଗୁରୁତ୍ୱପୂର୍ଣ୍ଣ ୮ ରନ୍‌ର ଅଗ୍ରଣୀ ହାସଲ କରିଛି। ଆଜି ଦ୍ୱିତୀୟ ଟେଷ୍ଟର ୪ର୍ଥ ଦିବସ। ଆସନ୍ତାକାଲି ଅନ୍ତିମ ଦିବସ ହୋଇଥିବାରୁ ମ୍ୟାଚର ଫଳାଫଳ ବାହାରିବାର ସମ୍ଭାବନା ଅତ୍ୟନ୍ତ କ୍ଷୀଣ।

ଉଲ୍ଲେଖଯୋଗ୍ୟ, ଆଶେସ ସିରିଜ୍‌ରେ ଅଷ୍ଟ୍ରେଲିଆ ୧-୦ରେ ଆଗୁଆ ରହିଛି।

ଗତକାଲିର ସ୍କୋର ୮୦/୪ରୁ ଅଷ୍ଟ୍ରେଲିଆ ଖେଳ ଆରମ୍ଭ କରିଥିଲା। ତେବେ ମାଥ୍ୟୁ ୱେଡ୍ ମାତ୍ର ୬ ରନ୍‌ କରି ଦିବସର ପ୍ରଥମ ବ୍ୟାଟସ୍‌ମ୍ୟାନ ଭାବେ ଷ୍ଟୁଆର୍ଟ ବ୍ରଡ୍‌ଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଅଧିନାୟକ ଟିମ୍‌ ପେନ୍‌ ଓ ସ୍ମିଥ ମିଳିତ ଭାବେ ସ୍ଥିତି ସମ୍ଭାଳିଥିଲେ। ଦଳୀୟ ସ୍କୋର ୧୬୨ ଥିବା ବେଳେ ପେନ୍‌ ୨୩ ରନ୍‌ କରି ଜୋଫ୍ରା ଆର୍ଚରଙ୍କ ଶିକାର ହୋଇଥିଲେ। ଗୋଟିଏ ପଟେ ୱିକେଟ୍‌ ପଡ଼ୁଥିଲେ ହେଁ ସ୍ମିଥ କିନ୍ତୁ ଆକର୍ଷଣୀୟ ଶଟ୍‌ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଇତି ମଧ୍ୟରେ ସେ କ୍ରମାଗତ ୭ମଥର ପାଇଁ ଆଶେସ ସିରିଜ୍‌ରେ ୫୦ରୁ ଅଧିକ ରନ୍‌ କରିବାର ରେକର୍ଡ କରିଥିଲେ। ତେବେ ଜୋଫ୍ରାଙ୍କ ଏକ ବାଉନ୍ସର ସ୍ମିଥ(୭୬)ଙ୍କ ମୁଣ୍ଡରେ ମାଡ଼ ହେବାରୁ ସେ କିଛି ସମୟ ପାଇଁ ପଡ଼ିଆ ବାହାରକୁ ଯାଇଥିଲେ। ଅଷ୍ଟ୍ରେଲିଆର ୭ମ ୱିକେଟ୍‌ ଭାବେ ପିଟର ସିଡ୍‌ଲ (୯) ଆଉଟ୍‌ ହେବା ପରେ ପୁଣିଥରେ ସ୍ମିଥ ବ୍ୟାଟିଂ କରିବାକୁ ଆସିଥିଲେ।

ସ୍ମିଥ ଆଉ ଏକ ଶତକର ନିକଟତର ହେଉଥିବା ବେଳେ କ୍ରିସ୍‌ ୱକ୍ସ ତାଙ୍କୁ ଏଲବିଡବ୍ଲ୍ୟୁ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ। ସ୍ମିଥ ଆଉଟ୍‌ ହେବା ପୂର୍ବରୁ ୯୨ ରନ୍‌ର ଇନିଂସ୍‌ ଖେଳିଥିଲେ। ସ୍ମିଥଙ୍କ ପରେ ନେଥନ ଲାୟନ(୬) ଜ୍ୟାକ୍‌ ଲିଚ୍‌ଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ପ୍ୟାଟ କମିନ୍ସ(୨୦)ଙ୍କୁ ବ୍ରଡ୍ ଆଉଟ୍‌ କରି ଅଷ୍ଟ୍ରେଲିଆ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଇଂଲଣ୍ଡ ପକ୍ଷରୁ ବ୍ରଡ୍ ୪ଟି ୱିକେଟ୍‌ ନେଇଥିବା ବେଳେ ୱକ୍ସ ୩ଟି, ଆର୍ଚର ୨ଟି ଓ ଲିଚ୍‌ ଗୋଟିଏ ୱିକେଟ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story