ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ ଦେଲେ ଦକ୍ଷିଣ ଆଫ୍ରିକା

ଲଣ୍ଡନ: ଫାଫ୍‌ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ ମିଳିଛି। ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍‌ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍‌ ଓ […]

sf

sf

Hemant Lenka
  • Published: Saturday, 06 July 2019
  • Updated: 06 July 2019, 09:44 PM IST

Sports

Latest News

ଲଣ୍ଡନ: ଫାଫ୍‌ ଡୁପ୍ଲେସିସିଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ଚଳିତ ବିଶ୍ୱକପର ଶେଷ ଲିଗ୍‌ ମ୍ୟାଚ୍‌ରେ ଦମଦାର ବ୍ୟାଟିଂ କରିଛି। ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୫୦ ଓଭରରେ ୬ ୱିକେଟ୍‌ ହରାଇ ୩୨୫ ରନ୍‌ କରିବାକୁ ସକ୍ଷମ ହୋଇଛି। ଫଳରେ ଏହି ମ୍ୟାଚ୍‌ଟିକୁ ଜିତିବା ପାଇଁ ଅଷ୍ଟ୍ରେଲିଆକୁ ୩୨୬ ରନ୍‌ର ଟାର୍ଗେଟ ମିଳିଛି।

ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ଫାପ୍‌ ଡୁପ୍ଲେସିସି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଦଳର ଦୁଇ ଓପନର କ୍ୱିଣ୍ଟନ ଡି-କକ୍‌ ଓ ଆଡେନ ମାକ୍ରମ ବିସ୍ଫୋରକ ଆରମ୍ଭ କରିଥିଲେ। ପ୍ରଥମ ୧୦ ଓଭର୍‌ରେ ଦୁଇ ବ୍ୟାଟସ୍‌ମ୍ୟାନ୍‌ ଦଳୀୟ ସ୍କୋର ୭୩ରେ ପହଞ୍ଚାଇ ଦେଇଥିଲେ। ତେବେ ୧୧.୩ ଓଭର୍‌ରେ ୩୪ ରନ୍‌ କରିଥିବା ମାକ୍ରମଙ୍କୁ ନେଥନ ଲାୟନ ଆଉଟ୍‌ କରି ପ୍ୟାଭିଲିୟନ ପଠାଇ ଦେଇଥିଲେ।

ଏହାପରେ ୫୧ ବଲ୍‌ରେ ୫୨ ରନ୍‌ କରିଥିବା ଡିକ୍‌କଙ୍କୁ ମଧ୍ୟ ଲାୟନ ତାଙ୍କର ଦ୍ୱିତୀୟ ଶିକାର କରିଥିଲେ। ୧୧୪ ରନ୍‌ରେ ଦଳ ଦୁଇଟି ୱିକେଟ୍‌ ହରାଇଥିଲା। ତେବେ ଅଧିନାୟକ ଡୁପ୍ଲେସିସି ଓ ରସେଇ ଭାନ୍‌ ଡେର ଡୁସେନ ଧୂଆଁଧାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ଉଭୟ ତୃତୀୟ ୱିକେଟ୍‌ ପାଇଁ ୧୫୧ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋର ୨୬୫ରେ ପହଞ୍ଚାଇଥିଲେ। ଏହି ସମୟରେ ଡୁପ୍ଲେସିସି ଶତକ ମଧ୍ୟ ହାସଲ କରିଥିଲେ। ୯୪ ବଲ୍‌ରେ ୧୦୦ ରନ୍‌ କରିଥିବା ଡୁପ୍ଲେସିସିଙ୍କୁ ଜେସନ ବେହରନଡ୍ରଫ ଆଉଟ୍ କରି ରନ୍‌ ହାରରେ ବ୍ରେକ୍‌ ଲଗାଇବାକୁ ଚେଷ୍ଟା କରିଥିଲେ। ଏପରି କି ମାତ୍ର ୨୦ ରନ୍‌ ଭିତରେ ମିଚେଲ ଷ୍ଟାର୍କ ଜେପି ଡୁମିନି(୧୨)ଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ।

ହେଲେ ଡୁସେନ ଏହା କରାଇ ଦେଇ ନଥିଲେ। ସେ ମାତ୍ର ୫ ରନ୍‌ରୁ ଶତକ ହାସଲରୁ ବଞ୍ଚିତ ହୋଇଥିଲେ। ଡୁସେନ ୯୫ ରନ୍‌ କରି ପ୍ୟାଟ କମିନ୍ସଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଆଦେଲ ଫେଲକୁୱାଓ ଏକ ଚୌକା ମାରିବାରୁ ଦଳୀୟ ସ୍କୋର ୩୨୫ରେ ପହଞ୍ଚିଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ଲାୟନ ଓ ଷ୍ଟାର୍କ ୨ଟି ଲେଖାଏ ୱିକେଟ୍‌ ନେଇଥିବା ବେଳେ ବେହରନଡ୍ରଫ ଓ କମିନ୍ସ ଗୋଟିଏ ଲେଖାଏ ୱିକେଟ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story