ଅଷ୍ଟ୍ରେଲିଆ ଜିତିଲା ଟସ୍‌, ବ୍ୟାଟିଂ କରିବ ଭାରତ

ମୁମ୍ବାଇ: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ଟିକିଆ ଦିନିକିଆ ସିରିଜ। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି। ଅର୍ଥାତ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ରାତି ବେଳା କାକର ପଡ଼ିବାର ଆଶଙ୍କା ଥିବାରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଟସ୍‌ ଜିତିଥିଲେ ପ୍ରଥମେ ବୋଲିଂ କରିଥାନ୍ତେ ବୋଲି କହିଛନ୍ତି। ହେଲେ ଟସ୍‌ […]

s

s

Hemant Lenka
  • Published: Tuesday, 14 January 2020
  • Updated: 14 January 2020, 01:17 PM IST

Sports

Latest News

ମୁମ୍ବାଇ: ଆଜିଠାରୁ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ୩ଟିକିଆ ଦିନିକିଆ ସିରିଜ। ମୁମ୍ବାଇର ୱାଙ୍ଖେଡ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଆଜିର ପ୍ରଥମ ମ୍ୟାଚ୍‌ରେ ଭ୍ରମଣକାରୀ ଅଷ୍ଟ୍ରେଲିଆ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି।

ଅର୍ଥାତ ଟିମ୍‌ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରିବ। ରାତି ବେଳା କାକର ପଡ଼ିବାର ଆଶଙ୍କା ଥିବାରୁ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଧ୍ୟ ଟସ୍‌ ଜିତିଥିଲେ ପ୍ରଥମେ ବୋଲିଂ କରିଥାନ୍ତେ ବୋଲି କହିଛନ୍ତି।

ହେଲେ ଟସ୍‌ ଅଷ୍ଟ୍ରେଲିଆ ସପକ୍ଷରେ ଯାଇଛି। ୨୦୧୯ କ୍ରିକେଟ ବିଶ୍ୱକପ ପରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ଦିନିକିଆ ସିରିଜ ଖେଳାଯାଉଛି।

ଆଜିର ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ଆରୋନ୍ ଫିଞ୍ଚ୍ (କ୍ୟାପଟେନ୍‌), ଆଲେକ୍ସ କ୍ୟାରୀ (ୱିକେଟକିପର), ପ୍ୟାଟ୍ କମିନ୍ସ, ମାର୍ନସ୍ ଲାବୁଶେନ୍‌, ଷ୍ଟିଭ୍ ସ୍ମିଥ୍‌, ମିଚେଲ୍ ଷ୍ଟାର୍କ, ଆଷ୍ଟନ୍ ଟର୍ଣ୍ଣର୍‌, ଡେଭିଡ୍ ୱାର୍ଣ୍ଣର, କେନ୍‌ ରିଚାର୍ଡସନ, ଆଷ୍ଟନ ଅଗର ଓ ଆଡାମ ଜାମ୍ପା ଖେଳୁଛନ୍ତି। ଲାବୁଶେନ ଏହା ଡେବ୍ୟୁ ଦିନିକିଆ ମ୍ୟାଚ୍‌।

ଭାରତ ପକ୍ଷରୁ ବିରାଟ କୋହଲି (କ୍ୟାପଟେନ୍‌), ରୋହିତ୍ ଶର୍ମା, ଶିଖର ଧୱନ୍‌, ଲୋକେଶ ରାହୁଲ୍‌, ଶ୍ରେୟସ ଆୟର୍‌, କେଦାର ଯାଦବ, ଋଷଭ ପନ୍ତ (ୱିକେଟକିପର), ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ, ଯଶପ୍ରୀତ ବୁମ୍ରା, ଶାର୍ଦ୍ଦୁଲ ଠାକୁର ଓ ମହମ୍ମଦ ଶାମି ଖେଳୁଛନ୍ତି।

https://twitter.com/i/status/1216987163935440896

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story