ଅଷ୍ଟ୍ରେଲିଆନ୍ ଓପନ୍: କ୍ୱାର୍ଟରରେ ପେସ୍-ହିଙ୍ଗିସ୍ ଓ ସାନିଆ-ଡୋଡିଗ୍ ମୁକାବିଲା

ମେଲବୋର୍ଣ୍ଣ: ଚଳିତ ଅଷ୍ଟ୍ରେଲିଆନ୍ ଓପନରେ ଭାରତର ସାନିଆ ମୀର୍ଜା ଓ ଲିଆଣ୍ଡର ପେସ୍ ମିକ୍ସଡ୍ ଡବଲ୍ସରେ ଆଉ ପାଦେ ଆଗେଇଛନ୍ତି। ସ୍ୱିଜରଲାଣ୍ଡର ମାର୍ଟିନା ହିଙ୍ଗିସଙ୍କୁ ସାଥୀ କରି ଖେଳୁଥିବା ପେସ୍ ଓ କ୍ରୋଆଟିଆର ଇଭେନ୍ ଡୋଡିଗଙ୍କୁ ସାଥୀ କରି ଖେଳୁ ଥିବା ସାନିଆ କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। କ୍ୱାର୍ଟର ଫାଇନାଲରେ ପେସ-ହିଙ୍ଗିସ ଓ ସାନିଆ-ଡୋଡିଗଙ୍କ ମଧ୍ୟରେ ମୁକାବିଲା ହେବ। ତେଣୁ କେବଳ ଜଣେ ଭାରତୀୟ ହିଁ ମିକ୍ସଡ୍ ଡବଲ୍ସ ସେମିଫାଇନାଲ ଖେଳି ପାରିବେ।

ଆଜି ସାନିଆ ମୀର୍ଜା ଓ ଇଭାନ୍ ଡୋଡିଗ୍ ଯୋଡ଼ି ଐସମ୍-ଉଲ-ହକ୍ କ୍ୟୁରେଶୀ ଓ ୟାରୋସ୍ଲାଭା ଶଭେଡୋଭା ଯୋଡ଼ିଙ୍କୁ ୭-୫, ୬-୨ରେ ପରାସ୍ତ କରିଛନ୍ତି।

ସେହିପରି ଲିଆଣ୍ଡର ପେସ-ମାର୍ଟିନା ହିଙ୍ଗିସ୍ ଯୋଡ଼ି ଜିନ୍-ଜୁଲିଏନ୍ ରୋଜର-ସ୍ଲୋଏନ୍ ଷ୍ଟିଫେନ୍ସ ଯୋଡିଙ୍କୁ ୬-୧,୬-୨ରେ ପରାସ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ