ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ବ୍ରାଡ୍ ହଗ୍

ସିଡ୍‌ନୀ: ଆତ୍ମହତ୍ୟା କରିବାକୁ ଉଦ୍ୟମ କରିଥିଲେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ବ୍ରାଡ୍ ହଗ୍। ସେ ତାଙ୍କର ଆତ୍ମଜୀବନୀ “ଦ ରଙ୍ଗ୍ ଅନ୍” ଏ କଥା ଲେଖିଛନ୍ତି। ଆଜି ଏହି ବହିଟି ପ୍ରକାଶ ପାଇଛି। ଖେଳରୁ ଅବସର ନେବା ପରେ ଓ ବିବାହ ବିଚ୍ଛେଦ ପରେ ସେ ଆତ୍ମହତ୍ୟା ଉଦ୍ୟମ କରିଥିଲେ ବୋଲି ଏଥିରେ ଉଲ୍ଲେଖ କରିଛନ୍ତି।

ପୂର୍ବତନ ପତ୍ନୀ ଆନ୍ଦ୍ରିଆଙ୍କ ସହ ବିବାହକୁ ବଞ୍ଚାଇବାକୁ ୨୦୦୭-୦୮ରେ ସେ କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଥିଲେ ବୋଲି ହଗ୍ ଲେଖିଛନ୍ତି।

୨୦୦୩ ଓ ୨୦୦୭ରେ ବିଶ୍ୱକପ୍ ବିଜୟୀ ଅଷ୍ଟ୍ରେଲିଆ ଟିମ୍‌ରେ ସଦସ୍ୟ ଥିବା ହଗ୍‌ ୭ଟି ଟେଷ୍ଟ ଓ ୧୨୩ଟି ଦିନିକିଆ ଖେଳିଛନ୍ତି। ଦିନିକିଆରେ ସେ ୧୫୬ଟି ୱିକେଟ୍ ନେଇଥିବା ବେଳେ ଟେଷ୍ଟରେ ୧୭ଟି ୱିକେଟ୍ ନେଇଛନ୍ତି।

ଆହୁରି ପଢ଼ନ୍ତୁ

ସିରାଜ ଓ ଚହଲଙ୍କ ଚମକ, ୮୪ ରନରେ ଅଟକିଲା କୋଲକାତା

ଟସ୍ ଜିତିଲା କେକେଆର୍, ରସେଲ୍‌ ଆଉଟ୍

ଚେନ୍ନାଇକୁ ବଡ଼ ଝଟକା: ଆଇପିଏଲରୁ ବ୍ରାଭୋ ଆଉଟ

ପୁଣି ଶତକ ମାରିଲେ ଧୱନ, ପଞ୍ଜାବ ଆଗରେ ୧୬୫ ରନ୍‌ର ଟାର୍ଗେଟ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ