୪୧ ରନ୍‌ରେ ଶ୍ରୀଲଙ୍କାକୁ ହରାଇଲା ଅଷ୍ଟ୍ରେଲିଆ

ଆଡିଲେଟ୍‌: ଆଜି ଅଷ୍ଟ୍ରେଲିଆର ଆଡିଲେଟ୍‌ରେ ଖେଳାଯାଇଥିବା ଟି-୨୦ରେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ୪୧ ରନ୍‌ରେ ପରାସ୍ତ କରିଛି।  ଅଷ୍ଟ୍ରେଲିଆର ୧୮୭ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୧୪୬ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜେପି ଫ୍‌କନର ଓ ଏ ଜାମ୍ପା ୩ଟି ଲେଖାଏଁ ୱିକେଟ ନେଇଥିଲେ। ଟସ୍‌ ଜିତି ଅଷ୍ଟ୍ରେଲିଆ ଓପ୍ନର ଏଜେ ଫିଞ୍ଚ ଓ ଏମ୍‌ କ୍ଲିଙ୍ଗେର ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଫିଞ୍ଚ ୩୨ ବଲରେ […]

austrila-cricket-match-

austrila-cricket-match-

Rakesh Mallick
  • Published: Wednesday, 22 February 2017
  • Updated: 22 February 2017, 11:06 PM IST

Sports

Latest News

ଆଡିଲେଟ୍‌: ଆଜି ଅଷ୍ଟ୍ରେଲିଆର ଆଡିଲେଟ୍‌ରେ ଖେଳାଯାଇଥିବା ଟି-୨୦ରେ ଶ୍ରୀଲଙ୍କାକୁ ଅଷ୍ଟ୍ରେଲିଆ ୪୧ ରନ୍‌ରେ ପରାସ୍ତ କରିଛି।  ଅଷ୍ଟ୍ରେଲିଆର ୧୮୭ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ସମସ୍ତ ୱିକେଟ ହରାଇ ୧୪୬ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ପକ୍ଷରୁ ଜେପି ଫ୍‌କନର ଓ ଏ ଜାମ୍ପା ୩ଟି ଲେଖାଏଁ ୱିକେଟ ନେଇଥିଲେ।

ଟସ୍‌ ଜିତି ଅଷ୍ଟ୍ରେଲିଆ ଓପ୍ନର ଏଜେ ଫିଞ୍ଚ ଓ ଏମ୍‌ କ୍ଲିଙ୍ଗେର ବ୍ୟାଟିଂ କରିବାକୁ ଆସିଥିଲେ। ଉଭୟ ଧୂଆଁଧାର ବ୍ୟାଟିଂ କରିଥିଲେ। ଫିଞ୍ଚ ୩୨ ବଲରେ ୫୩ ରନ୍‌ କରି ପ୍ରସନ୍ନାଙ୍କ ବଲରେ ଆଉଟ୍‌ ହୋଇଥିଲେ। ପରେ ଏମ୍‌ କ୍ଲିଙ୍ଗେର ୪୩ ବଲରେ ୬୦ ରନ୍‌ କରି ରନ୍‌ ଆଉଟ୍‌ ହୋଇଥିଲେ। ଅଷ୍ଟ୍ରେଲିଆ ୬ ୱିକେଟ୍‌ ହରାଇ ୧୮୬ ରନ୍‌ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story