ଅଷ୍ଟ୍ରେଲିଆକୁ ୧୯୧ ରନରେ‌ ଅଟକାଇଲା ଭାରତ, ମିଳିଲା ୫୩ ରନ୍‌ର ଲିଡ୍‌

ସିଡ୍‌ନୀ: ଐତିହାସିକ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆ ୧୯୧ ରନ୍‌ରେ ଅଲଆଉଟ କରି ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିନେଇଛି। ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ କରିଥିଲା। ଆଜି ଅଷ୍ଟ୍ରେଲିଆ ତା’ର ଇନିଂସ୍‌ ଆରମ୍ଭ କରିଥିଲେ ହେଁ ଦଳର ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ଅକ୍ଷମ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଟିମ୍‌ ଅଷ୍ଟ୍ରେଲିଆ ପୂରା ଗୋଟିଏ […]

tg

tg

Hemant Lenka
  • Published: Friday, 18 December 2020
  • Updated: 18 December 2020, 04:37 PM IST

Sports

Latest News

ସିଡ୍‌ନୀ: ଐତିହାସିକ ପିଙ୍କ ବଲ୍‌ ଟେଷ୍ଟ ମ୍ୟାଚ୍‌ରେ ଭାରତୀୟ ବୋଲରଙ୍କ ଦବଦବା ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଇନିଂସ୍‌ରେ ଟିମ୍‌ ଇଣ୍ଡିଆ ୧୯୧ ରନ୍‌ରେ ଅଲଆଉଟ କରି ୫୩ ରନ୍‌ର ଗୁରୁତ୍ୱପୂର୍ଣ୍ଣ ଲିଡ୍‌ ହାସଲ କରିନେଇଛି। ଭାରତ ପ୍ରଥମ ଇନିଂସରେ ୨୪୪ ରନ୍‌ କରିଥିଲା।

ଆଜି ଅଷ୍ଟ୍ରେଲିଆ ତା’ର ଇନିଂସ୍‌ ଆରମ୍ଭ କରିଥିଲେ ହେଁ ଦଳର ବ୍ୟାଟସମ୍ୟାନ ଭାରତୀୟ ବୋଲରଙ୍କୁ ସାମ୍ନା କରିବାରେ ଅକ୍ଷମ ହୋଇଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଟିମ୍‌ ଅଷ୍ଟ୍ରେଲିଆ ପୂରା ଗୋଟିଏ ଦିନ ଖେଳିବାକୁ ଅକ୍ଷମ ହୋଇଛି। ମାର୍ନସ ଲାବୁଶେନ(୪୭) ଓ ଅଧିନାୟକ ଟିମ ପେନ୍‌ଙ୍କ ଅପରାଜିତ ୭୩ ରନ୍‌କୁ ଛାଡ଼ିଦେଲେ ଆଉ କେହି ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଏଥିଯୋଗୁ ଅଷ୍ଟ୍ରେଲିଆ ଶେଷରେ ୧୯୧ ରନ୍‌ରେ ଅଲଆଉଟ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲଆଉଟ ହୋଇଯାଇଥିବାରୁ ଭାରତ ଆଜି ହିଁ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଛି।

ଭାରତ ପକ୍ଷରୁ ରବି ଅଶ୍ୱିନ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ଉମେଶ ଯାଦବ ୩ଟି ଓ ଯଶପ୍ରୀତ ବୁମ୍ରା ୨ଟି ୱିକେଟ ଦଖଲ କରିଛନ୍ତି।

ଭାରତ ଆଜି ଗତାକାଲିର ୨୩୩/୬ରୁ ଇନିଂସ ଆରମ୍ଭ କରିଥିଲା। ତେବେ ଦଳୀୟ ସ୍କୋରରେ ୧୧ ରନ୍ ଯୋଡ଼ି ୪ ଜଣ ଯାକ ବ୍ୟାଟସମ୍ୟାନ ପ୍ୟାଭିଲିୟନ ଫେରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story