ଟେଷ୍ଟ ଡେବ୍ୟୁ କରିବେ ଅକ୍ଷର ପଟେଲ, ଶ୍ରୀଲଙ୍କା ବିପକ୍ଷରେ ଖେଳିବାକୁ ଡାକରା

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟରେ ଖେଳିବେ ଅକ୍ଷର ପଟେଲ। ସେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଖେଳିବେ। ଆଚରଣ ସଂହିତା ଉଲ୍ଲଂଘନ କରିବା ଯୋଗୁଁ ଜାଡ଼େଜାଙ୍କୁ ଗୋଟିଏ ଟେଷ୍ଟରୁ ବ୍ୟାନ୍‌ କରାଯାଇଛି। ଅକ୍ଷରଙ୍କ ଏହା ହେବା ଟେଷ୍ଟ ଡେବ୍ୟୁ। ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବା ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଶେଷ ହୋଇଯାଇଛି। ଅକ୍ଷର ଏବେ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେ ଏବେ ଭାରତ ‘ଏ’ ଟିମ୍‌ର ସଦସ୍ୟ ଅଛନ୍ତି। […]

askharpatel

askharpatel

Rakesh Mallick
  • Published: Wednesday, 09 August 2017
  • Updated: 09 August 2017, 11:47 AM IST

ନୂଆଦିଲ୍ଲୀ: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟରେ ଖେଳିବେ ଅକ୍ଷର ପଟେଲ। ସେ ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ ଖେଳିବେ। ଆଚରଣ ସଂହିତା ଉଲ୍ଲଂଘନ କରିବା ଯୋଗୁଁ ଜାଡ଼େଜାଙ୍କୁ ଗୋଟିଏ ଟେଷ୍ଟରୁ ବ୍ୟାନ୍‌ କରାଯାଇଛି।

ଅକ୍ଷରଙ୍କ ଏହା ହେବା ଟେଷ୍ଟ ଡେବ୍ୟୁ। ରବୀନ୍ଦ୍ର ଜାଡ଼େଜାଙ୍କ ସ୍ଥାନରେ କୁଲଦୀପ ଯାଦବ ଖେଳିବା ନେଇ ଯେଉଁ ଆଲୋଚନା ହେଉଥିଲା ତାହା ଶେଷ ହୋଇଯାଇଛି।

ଅକ୍ଷର ଏବେ ଦକ୍ଷିଣ ଆଫ୍ରିକାରେ ଅଛନ୍ତି। ସେ ଏବେ ଭାରତ ‘ଏ’ ଟିମ୍‌ର ସଦସ୍ୟ ଅଛନ୍ତି। ତୃତୀୟ ଟେଷ୍ଟରେ ଖେଳିବା ପାଇଁ ତାଙ୍କୁ ଶ୍ରୀଲଙ୍କା ଡକା ଯାଇଛି।

୨୦୧୪ରେ ଦିନିକିଆରେ ଡେବ୍ୟୁ କରିଥିବା ଅକ୍ଷର ଏପର୍ଯ୍ୟନ୍ତ ୩୦ଟି ମ୍ୟାଚ୍ ଖେଳି ୩୫ଟି ୱିକେଟ୍ ନେଇଛନ୍ତି। ୨୦୧୬ ଅକ୍ଟୋବରରେ ସେ ଶେଷ ମ୍ୟାଚ୍ ଖେଳି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story