ଦ୍ୱିତୀୟ ଟେଷ୍ଟ ବି ଖେଳି ପାରିବେନି ପୃଥ୍ଵୀ ଶ'!

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି। ଆହତ ହୋଇଥିବା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବା ୧୯ ବର୍ଷୀୟ ବିସ୍ମୟ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ୱୀ ଶ’ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳି ପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏକଥାକୁ ଖୋଦ୍‌ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଶ’ଙ୍କ ଭଳି ଜଣେ ତାରକା ଖେଳାଳି ଆହତ ହୋଇ […]

d

d

Hemant Lenka
  • Published: Wednesday, 05 December 2018
  • Updated: 05 December 2018, 06:40 PM IST

Sports

Latest News

ଏଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟ ପୂର୍ବରୁ ଟିମ୍‌ ଇଣ୍ଡିଆ ପାଇଁ ପୁଣି ଖରାପ ଖବର ଆସିଛି। ଆହତ ହୋଇଥିବା ଯୋଗୁ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଥିବା ୧୯ ବର୍ଷୀୟ ବିସ୍ମୟ ବ୍ୟାଟସ୍‌ମ୍ୟାନ୍‌ ପୃଥ୍ୱୀ ଶ’ ଦ୍ୱିତୀୟ ଟେଷ୍ଟ ମଧ୍ୟ ଖେଳି ପାରିବେ ନାହିଁ ବୋଲି ଆଶଙ୍କା ପ୍ରକାଶ ପାଇଛି। ଏକଥାକୁ ଖୋଦ୍‌ ଟିମ୍‌ ଇଣ୍ଡିଆର କୋଚ୍‌ ରବି ଶାସ୍ତ୍ରୀ ପରୋକ୍ଷରେ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଶ’ଙ୍କ ଭଳି ଜଣେ ତାରକା ଖେଳାଳି ଆହତ ହୋଇ ଟିମ୍‌ରୁ ବାଦ୍‌ ପଡ଼ିବା ନିଶ୍ଚିତ ଦୁଃଖର ବିଷୟ। ତେବେ ସେ ଶୀଘ୍ର ସୁସ୍ଥ ହେଉଥିବା ଏକ ଭଲ ସଂକେତ। ତାଙ୍କ ଗୋଇଠିରେ ଆଘାତ ଲାଗିଥିଲେ ହେଁ ସେ ଚାଲିବା ଆରମ୍ଭ କଲେଣି। ଆଶା କରୁଛୁ ଆସନ୍ତା ସପ୍ତାହ ସୁଦ୍ଧା ସେ ଦୌଡ଼ିବା ଆରମ୍ଭ କରିବେ। ତୃତୀୟ ଟେଷ୍ଟ ବେଳକୁ ସେ ପୂରା ଫିଟ୍‌ ହୋଇଯାଇଥିବେ ବୋଲି ଶାସ୍ତ୍ରୀ କହିଛନ୍ତି।

ଅଷ୍ଟ୍ରେଲିଆ ଏକାଦଶ ବିପକ୍ଷରେ ଅଭ୍ୟାସ ମ୍ୟାଚ୍‌ ଖେଳୁଥିବା ବେଳେ ଶ’ ଗୋଟିଏ କ୍ୟାଚ୍‌ ଧରିବାକୁ ଯାଇ ତଳେ ପଡ଼ି ଯାଇଥିଲେ। ଫଳରେ ତାଙ୍କ ବାମ ଗୋଡ଼ର ଗୋଇଠିରେ ଗୁରୁତର ଆଘାତ ଲାଗିଥିଲା। ଏଥିପାଇଁ ତାଙ୍କୁ ପ୍ରଥମ ଟେଷ୍ଟରୁ ବାଦ ଦିଆଯାଇଥିଲା, ସମସ୍ତେ ଆଶା କରିଥିଲେ ଶ’ ଡିସେମ୍ବର ୧୪ରୁ ଆରମ୍ଭ ହେବାକୁ ଥିବା ଦ୍ୱିତୀୟ ଟେଷ୍ଟ୍‌ରେ କମ୍‌ବ୍ୟାକ୍‌ କରିବେ। କିନ୍ତୁ ଶାସ୍ତ୍ରୀଙ୍କ ବୟାନ ଏବେ ସବୁ ଆଶାରେ ପାଣି ପକାଇ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story