ନିଜସ୍ୱ ରିଫ୍ରେସମେଣ୍ଟ ପାଇଁ ଜୈଶା ନିଜେ ମନା କରିଥିଲେ: କୋଚ୍‌ ନିକୋଲାଇ

ନୂଆଦିଲ୍ଲୀ: “ଭାରତର ମାରାଥନ୍‌ ଆଥ୍‌ଲେଟ୍‌ ଓପି ଜୈଶା ନିଜସ୍ୱ ରିଫ୍ରେସମେଣ୍ଟ ଗ୍ରହଣ କରିବାକୁ ନିଜେ ମନା କରିଥିଲେ। ଭାରତ ପକ୍ଷରୁ ନିଯୁକ୍ତ କର୍ମଚାରୀ ତାଙ୍କୁ ହେଲ୍‌ଥ ଡ୍ରିଙ୍କ ଓ ଗ୍ଲୁକୋଜ୍ ପାଣି ଦେବାକୁ କହିଥିଲେ ମଧ୍ୟ ସେ ଏସବୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।” ଆଜି ଏହା କହିଛନ୍ତି ଓପି ଜୈଶାଙ୍କ କୋଚ୍‌ ନିକୋଲାଇ ନିଶ୍‌ରେଭ୍‌। ସେ କହିଛନ୍ତି,“ତାଙ୍କ ଠାରୁ ଏହା ଶୁଣିବା ପରେ ମୁଁ ଭାରତୀୟ କର୍ମକର୍ତ୍ତାଙ୍କୁ ଅବଗତ କରିଥିଲି। ଜୈଶା କୌଣସି […]

op-jaisha-

op-jaisha-

Rakesh Mallick
  • Published: Thursday, 25 August 2016
  • Updated: 25 August 2016, 07:10 PM IST

Sports

Latest News

ନୂଆଦିଲ୍ଲୀ: “ଭାରତର ମାରାଥନ୍‌ ଆଥ୍‌ଲେଟ୍‌ ଓପି ଜୈଶା ନିଜସ୍ୱ ରିଫ୍ରେସମେଣ୍ଟ ଗ୍ରହଣ କରିବାକୁ ନିଜେ ମନା କରିଥିଲେ। ଭାରତ ପକ୍ଷରୁ ନିଯୁକ୍ତ କର୍ମଚାରୀ ତାଙ୍କୁ ହେଲ୍‌ଥ ଡ୍ରିଙ୍କ ଓ ଗ୍ଲୁକୋଜ୍ ପାଣି ଦେବାକୁ କହିଥିଲେ ମଧ୍ୟ ସେ ଏସବୁ ଗ୍ରହଣ କରିବେ ନାହିଁ ବୋଲି କହିଥିଲେ ।”

ଆଜି ଏହା କହିଛନ୍ତି ଓପି ଜୈଶାଙ୍କ କୋଚ୍‌ ନିକୋଲାଇ ନିଶ୍‌ରେଭ୍‌।

ସେ କହିଛନ୍ତି,“ତାଙ୍କ ଠାରୁ ଏହା ଶୁଣିବା ପରେ ମୁଁ ଭାରତୀୟ କର୍ମକର୍ତ୍ତାଙ୍କୁ ଅବଗତ କରିଥିଲି। ଜୈଶା କୌଣସି ପ୍ରତିଯୋଗିତାରେ ଏପରି ପାନୀୟ ବ୍ୟବହାର କରନ୍ତି ନାହିଁ। ଆମେ ତାଙ୍କୁ ବ୍ୟବହାର କରିବା ପାଇଁ କହିଥିଲେ ମଧ୍ୟ ସେ ଏହାକୁ ମନା କରିଛନ୍ତି। ତେଣୁ ଆୟୋଜକମାନେ ଏଥିନେଇ କୌଣସି ବ୍ୟବସ୍ଥା କରି ନ ଥିଲେ।”

ନିକୋଲାଇଙ୍କ ଏହି ମନ୍ତବ୍ୟ ପରେ ଭିନ୍ନ ମୋଡ ନେଇଛି ଜୈଶାଙ୍କୁ ଚାଲିଥିବା ବିବାଦ। ବ୍ରାଜିଲରେ ସଦ୍ୟ ଶେଷ ହୋଇଥିବା ରିଓ ଅଲିମ୍ପିକ୍‌ର ମାରାଥନ୍‌ରେ ଜୈଶାଙ୍କୁ ଦୌଡିଲାବେଳେ ପାଣି କି ହେଲ୍‌ଥ ଡ୍ରିଙ୍କ ଦିଆଯାଇ ନ ଥିଲା। ଏପରି ପରିସ୍ଥିତି ହୋଇଥିଲା ଯେ ସେ ପ୍ରାଣବାୟୁ ଉଡିଯିବା ପରି ମନେ କରିଥିଲେ ବୋଲି ଜୈଶା କହିଥିଲେ।

ଏହାପରେ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story