ବାଲାଜୀ କେକେଆର୍‌ର ବୋଲିଂ କୋଚ୍‌

କୋଲକାତା: ଆସନ୍ତା ଆଇପିଏଲ୍ ସିଜିନ୍ ପାଇଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ଲକ୍ଷ୍ମୀପତି ବାଲାଜୀ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)ର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି। ୨୦୧୦ରୁ ୱାସିମ୍ ଆକ୍ରମ୍ କେକେଆର୍‌ର ବୋଲିଂ କୋଚ୍ ଥିଲେ। ତେବେ ବୃତ୍ତିଗତ ଚୁକ୍ତି ଓ ସମୟର ଅଭାବ ଯୋଗୁଁ ସେ ଚଳିତ ବର୍ଷ ଆଇପିଏଲ୍‌ରେ କେକେଆର୍‌ର ବୋଲିଂ କୋଚ୍‌ ଦାୟିତ୍ୱ ତୁଲାଇ ପାରିବେ ନାହିଁ ପୂର୍ବରୁ ଅବଗତ କରାଇ ଥିଲେ। ଏହା ପରେ ବାଲାଜୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। […]

balaji

balaji

Rakesh Mallick
  • Published: Wednesday, 04 January 2017
  • Updated: 04 January 2017, 10:58 AM IST

Sports

Latest News

କୋଲକାତା: ଆସନ୍ତା ଆଇପିଏଲ୍ ସିଜିନ୍ ପାଇଁ ପୂର୍ବତନ ଭାରତୀୟ ଦ୍ରୁତ ବୋଲର୍ ଲକ୍ଷ୍ମୀପତି ବାଲାଜୀ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍‌)ର ବୋଲିଂ କୋଚ୍ ନିଯୁକ୍ତ ହୋଇଛନ୍ତି।

୨୦୧୦ରୁ ୱାସିମ୍ ଆକ୍ରମ୍ କେକେଆର୍‌ର ବୋଲିଂ କୋଚ୍ ଥିଲେ। ତେବେ ବୃତ୍ତିଗତ ଚୁକ୍ତି ଓ ସମୟର ଅଭାବ ଯୋଗୁଁ ସେ ଚଳିତ ବର୍ଷ ଆଇପିଏଲ୍‌ରେ କେକେଆର୍‌ର ବୋଲିଂ କୋଚ୍‌ ଦାୟିତ୍ୱ ତୁଲାଇ ପାରିବେ ନାହିଁ ପୂର୍ବରୁ ଅବଗତ କରାଇ ଥିଲେ।

ଏହା ପରେ ବାଲାଜୀଙ୍କୁ ତାଙ୍କ ସ୍ଥାନରେ ନିଯୁକ୍ତି ଦିଆଯାଇଛି। ବାଲାଜୀ ୨୦୧୧ରୁ ୨୦୧୩ ମଧ୍ୟରେ କେକେଆର୍‌ ତରଫରୁ ଆଇପିଏଲ୍ ଖେଳି ଥିଲେ। ସେ ଏବେ ତାମିଲନାଡୁ କ୍ରିକେଟ୍‌ ଟିମ୍‌ର ବୋଲିଂ କୋଚ୍ ଅଛନ୍ତି।

ଆଇପିଏଲ୍‌ର ୧୦ମ ସଂସ୍କରଣ ଆସନ୍ତା ଏପ୍ରିଲ୍ ୫ ତାରିଖରୁ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story