ବେଙ୍ଗଲୁରୁ ଟେଷ୍ଟ: ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ

ବେଙ୍ଗଲୁରୁ:ଅଷ୍ଟ୍ରେଲିଆ ବିପକ୍ଷରେ ଆଜିଠାରୁ ଆରମ୍ଭ ହେ।ଇଥିବା ଦ୍ୱିତୀୟ ଟେଷ୍ଟରେ ଇଣ୍ଡିଆର ବ୍ୟାଟିଂ ବିପର୍ଯ୍ୟୟ । ଇଣ୍ଡିଆ ୧୮୯ରେ ଅଲଆଉଟ୍‌ । ଅଷ୍ଟ୍ରେଲିଆର ସ୍ପିନ ବୋଲର ନାଥନ୍ ଲିଅନ୍ ଏକାକି ୮ଟି ୱିକେଟ ନେଇ ଭରତୀୟ ପାଳିକୁ ଧୁଳିସାତ କରିଦେଇଛନ୍ତି । ଇଣ୍ଡିଆ ପକ୍ଷରୁ ଲେ।କେଶ ରାହୁଲ ଏକମାତ୍ର  ଖେଳାଳି ଭାବେ କ୍ରିଜ୍‌ରେ ତିଷ୍ଟି ରହି ସର୍ବାଧିକ ୯୦ ରନ କରିଥିବା ବେଳେ ଆଉ କୈ।ଣସି ଖେଳାଳି ତାଙ୍କୁ ସାଥ ଦେଇନଥିଲେ । ପ୍ରଥମ ଦିନର ଖେଳ ସମାପ୍ତ ସୁଧା ଅଷ୍ଟ୍ରେଲିଆ କୈ।ଣସି ୱିକେଟ୍‌ ନହରେଇ ୪୦ରନ କରିଛି ।