ମହଙ୍ଗା ପଡିଲା ଦୁର୍ବ୍ୟବହାର, ତଣ୍ଡ ଗଣିଲେ ଶବୀର

ଢାକା: ବାଂଲାଦେଶର ବ୍ୟାଟ୍ସମ୍ୟାନ୍‌ ଶବୀର ରେହମାନ୍‌ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଆଫଗାନ୍‌ସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଅମ୍ପେୟାରଙ୍କ ସହ କଥା କଟାକଟି ଓ ଅଶୋଭନୀୟ ଆଚରଣ ଦେ‍ଖେଇବା ଯୋଗୁଁ ତାଙ୍କୁ ତଣ୍ଡ ଗଣିବାକୁ ପଡିଛି। ତାଙ୍କ ମ୍ୟାଚ୍‌ ଫି’ର ୩୦ ପ୍ରତିଶତ କାଟି ଦିଆଯାଇଛି। ଆଫଗାନ୍‌ ବିପକ୍ଷ ମ୍ୟାଚ୍‌ ବେଳେ ଏକ ଏଲ୍‌ବିଡ୍ଲ୍ୟୁକୁ ନେଇ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ଆଇସିସି ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା।

bangladesh-batsman-sabbir-fined-for-misconduct

bangladesh-batsman-sabbir-fined-for-misconduct

Rakesh Mallick
  • Published: Tuesday, 27 September 2016
  • Updated: 27 September 2016, 05:58 PM IST

Sports

Latest News

ଢାକା: ବାଂଲାଦେଶର ବ୍ୟାଟ୍ସମ୍ୟାନ୍‌ ଶବୀର ରେହମାନ୍‌ ଦୁର୍ବ୍ୟବହାର କରିବା ମହଙ୍ଗା ପଡିଛି। ଆଫଗାନ୍‌ସ୍ତାନ ବିପକ୍ଷ ପ୍ରଥମ ଦିନିକିଆରେ ଅମ୍ପେୟାରଙ୍କ ସହ କଥା କଟାକଟି ଓ ଅଶୋଭନୀୟ ଆଚରଣ ଦେ‍ଖେଇବା ଯୋଗୁଁ ତାଙ୍କୁ ତଣ୍ଡ ଗଣିବାକୁ ପଡିଛି। ତାଙ୍କ ମ୍ୟାଚ୍‌ ଫି’ର ୩୦ ପ୍ରତିଶତ କାଟି ଦିଆଯାଇଛି।

ଆଫଗାନ୍‌ ବିପକ୍ଷ ମ୍ୟାଚ୍‌ ବେଳେ ଏକ ଏଲ୍‌ବିଡ୍ଲ୍ୟୁକୁ ନେଇ ସେ ଅମ୍ପାୟାରଙ୍କ ସହ ଯୁକ୍ତିତର୍କ କରିଥିଲେ। ଏହା ଆଇସିସି ନିୟମକୁ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos