ନିଦହାସ୍‌ ଟ୍ରଫି: ଶ୍ରୀଲଙ୍କାକୁ ହରାଇ ଫାଇନାଲରେ ବାଂଲାଦେଶ, ଭାରତ ସହ ହେବ ଟକ୍କର

କଲୋମ୍ବୋ: ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ। ବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଗୋଟିଏ ବଲ୍‌ ବାକିଥାଇ ୧୯.୫ ଓଭରରେ ହାସଲ କରିନେଇଥିଲା। ବାଂଲାଦେଶ […]

sri-lanka-bangladesh

sri-lanka-bangladesh

Rakesh Mallick
  • Published: Saturday, 17 March 2018
  • Updated: 17 March 2018, 06:58 AM IST

Sports

Latest News

କଲୋମ୍ବୋ: ଏକ ରୋମାଞ୍ଚକର ମ୍ୟାଚ୍‌ରେ ଶ୍ରୀଲଙ୍କାକୁ ଦୁଇ ୱିକେଟରେ ହରାଇ ବାଂଲାଦେଶ ନିଦହାସ୍‌ ଟି-ଟ୍ୱଣ୍ଟି ସିରିଜି ଫାଇନାଲରେ ପ୍ରବେଶ କରିଛି। ରବିବାର ଭାରତ ସହ ବାଂଲାଦେଶର ଫାଇନାଲ ଟକ୍କର ହେବ।

sri-lanka-bangladeshବାଂଲାଦେଶ ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୭ ୱିକେଟ୍‌ ହରାଇ ୧୫୯ ରନ୍‌ କରିଥିଲା। ୧୬୦ ରନ୍‌ର ବିଜୟ ଲକ୍ଷ୍ୟକୁ ବାଂଲାଦେଶ ଗୋଟିଏ ବଲ୍‌ ବାକିଥାଇ ୧୯.୫ ଓଭରରେ ହାସଲ କରିନେଇଥିଲା। ବାଂଲାଦେଶ ପକ୍ଷରୁ ତାମିମ ଇକୱାଲ ୪୧ ବଲକକରୁ ୫୦ ରନ୍‌ କରିଥିଲେ। ତିନିଜଣ ବ୍ୟାଟ୍ସମ୍ୟାନ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ତେବେ ମହମୁଦୁଲ୍ଲା ମ୍ୟାଚ୍‌ର ହିରୋ ସାଜିଥିଲେ। ସେ ଧୂଆଁଧାର ଇଂନିସ ଖେଳି ୧୮ ବଲ୍‌ରୁ ୪ଟି ଚୌକା ଓ ଗୋଟିଏ ଛକା ସହାୟତାରେ ୪୩ ରନ୍‌ କରିଥିଲେ। ଶେଷ ଓଭରରେ ବାଂଲାଦେଶକୁ ୧୨ ରନ୍‌ ଆବଶ୍ୟକ ହେଉଥିଲା। ପ୍ରଥମ ୪ଟି ବଲ୍‌ରେ ବାଂଲାଦେଶ ୬ ରନ୍‌ କରିଥିଲା। ଓଭରର ପଞ୍ଚମ ବଲରେ ମହମୁଦୁଲ୍ଲା ଏକ ବିଶାଳ ଛକା ମାରି ଟିମ୍‌କୁ ଫାଇନାଲରେ ପହଞ୍ଚାଇ ଦେଇଥିଲେ।

sri-lanka-bangladeshଶ୍ରୀଲଙ୍କା ପକ୍ଷରୁ କୁସଲ ପରେରା ୪୦ ବଲ୍‌ରେ ସର୍ବାଧିକ ୬୧ ରନ୍‌ କରିଥିଲେ। ସେହିପରି ଥିରାସା ପରାରେ ୩୭ ବଲ୍‌ରେ ୫୮ ରନ୍‌ କରିଥିଲେ। ଅନ୍ୟ କୌଣସି ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ବେଶି ସମୟ ତିଷ୍ଠି ପାରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story