ପାକିସ୍ତାନରେ ଟେଷ୍ଟ ଖେଳିବାକୁ ବାଂଲାଦେଶର ନା

ଢାକା: ପାକିସ୍ତାନରେ ଟେଷ୍ଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି ବାଂଲାଦେଶ। ପାକିସ୍ତାନ ସହ ଟି-୨୦ ଖେଳିବାକୁ ଦଳ ସେଠାକୁ ଯିବାକୁ ରାଜି। ହେଲେ ପାକିସ୍ତାନ ସହ ଟେଷ୍ଟ ମ୍ୟାଚ ଏକ ନିରପେକ୍ଷ ସ୍ଥାନରେ କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି। ଦୀର୍ଘ ଗୋଟିଏ ଦଶନ୍ଧି ପରେ ଚଳିତ ମାସରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ ଫେରିଥିଲା। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ୨୦୦୯ରେ ଲାହୋର ଠାରେ […]

q

q

Hemant Lenka
  • Published: Wednesday, 25 December 2019
  • Updated: 25 December 2019, 04:57 PM IST

Sports

Latest News

ଢାକା: ପାକିସ୍ତାନରେ ଟେଷ୍ଟ ଖେଳିବାକୁ ଅନିଚ୍ଛା ପ୍ରକାଶ କରିଛି ବାଂଲାଦେଶ। ପାକିସ୍ତାନ ସହ ଟି-୨୦ ଖେଳିବାକୁ ଦଳ ସେଠାକୁ ଯିବାକୁ ରାଜି। ହେଲେ ପାକିସ୍ତାନ ସହ ଟେଷ୍ଟ ମ୍ୟାଚ ଏକ ନିରପେକ୍ଷ ସ୍ଥାନରେ କରିବାକୁ ବାଂଲାଦେଶ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜାମୁଦ୍ଦିନ ଚୌଧୁରୀ କହିଛନ୍ତି।
ଦୀର୍ଘ ଗୋଟିଏ ଦଶନ୍ଧି ପରେ ଚଳିତ ମାସରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ ଫେରିଥିଲା। ଶ୍ରୀଲଙ୍କା ଓ ପାକିସ୍ତାନ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯାଇଛି। ୨୦୦୯ରେ ଲାହୋର ଠାରେ ଶ୍ରୀଲଙ୍କା ଟିମ୍‌ର ବସ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ।

ସେବେଠାରୁ ପାକିସ୍ତାନରେ ଟେଷ୍ଟ ଓ ଦିନିକିଆ ମ୍ୟାଚ ବନ୍ଦ ରହିଥିଲେ। ତେବେ କିଛି ଦିନ ପୂର୍ବରୁ ପ୍ରଥମେ ଦିନିକିଆ ଓ ପରେ ପାକିସ୍ତାନକୁ ଟେଷ୍ଟ କ୍ରିକେଟ ଫେରିଥିଲା। ଏହି ସିରିଜ ପରେ ପାକିସ୍ତାନ ତା’ର ଟେଷ୍ଟ ଚାମ୍ପିୟନଶିପର ଘରୋଇ ମ୍ୟାଚ୍‌ ଗୁଡ଼ିକ ନିଜ ଦେଶରେ ହିଁ ଖେଳିବ ବୋଲି ଘୋଷଣା କରିଛି।

ହେଲେ ବାଂଲାଦେଶ ଏଥିରେ ରାଜି ହେଉନାହିଁ। ବିସିବି ପକ୍ଷରୁ କୁହାଯାଇଛି ଯେ, “ଆମ ପାଖରେ କୌଣସି ଅନ୍ୟ ବିକଳ୍ପ ନାହିଁ। ଆମେ ପାକିସ୍ତାନରେ ଟି-୨୦ ସିରିଜ ଖେଳିବାକୁ ରାଜି ଅଛୁ। ହେଲେ ଆମେ ସେଠାରେ କୌଣସି ଟେଷ୍ଟ ସିରିଜ ଖେଳିବୁ ନାହିଁ। ଏକ ନିରପେକ୍ଷ ଭେନ୍ୟୁରେ ଏହି ଟେଷ୍ଟ ସିରିଜ ହେବା ଦରକାର।”
ପାକିସ୍ତାନ କ୍ରିକେଟ ବୋର୍ଡ ବାଂଲାଦେଶର ଏଭଳି ବୟାନକୁ ଜୋରଦାର ବିରୋଧ କରିଛି। ଦଳ ବାଂଲାଦେଶ ବିପକ୍ଷରେ ଆଇସିସି ନିକଟରେ ଅଭିଯୋଗ କରିବ ବୋଲି ମଧ୍ୟ ଧମକ ଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story