ନିର୍ଣ୍ଣାୟକ ଟି-୨୦ରେ ବାଂଲାଦେଶକୁ ୧୭୫ ରନ୍‌ର ଟାର୍ଗେଟ ଦେଲା ଭାରତ

ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍‌ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ୧୭୫ ରନ୍‌ର ଟାର୍ଗେଟ ପାଇଛି। ନାଗରପୁର ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଉଥିବାରୁ ଏବେ ୧୭୦ ରନ୍‌କୁ ଡିଫେଣ୍ଡ କରିବା ଟିମ୍‌ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। […]

r

r

Hemant Lenka
  • Published: Sunday, 10 November 2019
  • Updated: 10 November 2019, 08:43 PM IST

Sports

Latest News

ନାଗପୁର: ଶ୍ରେୟସ ଆୟରଙ୍କ ବିସ୍ଫୋରକ ୬୨ ଓ କେଏଲ ରାହୁଲଙ୍କ ୩୫ ବଲରେ ୫୨ ରନ୍‌ ବଳରେ ଟିମ୍‌ ଇଣ୍ଡିଆ ବାଂଲାଦେଶ ବିପକ୍ଷ ନିର୍ଣ୍ଣାୟକ ଟି-୨୦ରେ ୫ ୱିକେଟ ହରାଇ ୧୭୪ ରନ୍‌ କରିଛି। ଫଳରେ ବାଂଲାଦେଶ ଏହି ମ୍ୟାଚ୍‌ ସହ ଭାରତ ବିପକ୍ଷରେ ପ୍ରଥମ ଟି-୨୦ ସିରିଜ ଜିତିବାକୁ ୧୭୫ ରନ୍‌ର ଟାର୍ଗେଟ ପାଇଛି। ନାଗରପୁର ପିଚ୍‌ ବ୍ୟାଟସମ୍ୟାନଙ୍କୁ ସୁହାଉଥିବାରୁ ଏବେ ୧୭୦ ରନ୍‌କୁ ଡିଫେଣ୍ଡ କରିବା ଟିମ୍‌ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।

ଟସ୍‌ ଜିତି ବାଂଲାଦେଶ ଅଧିନାୟକ ମହମଦୁଲ୍ଲା ଟିମ୍‌ ଇଣ୍ଡିଆକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ଦ୍ୱିତୀୟ ଟି-୨୦ରେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଧିନାୟକ ରୋହିତ ଶର୍ମା ମ୍ୟାଚ୍‌ର ଦ୍ୱିତୀୟ ଓଭରରେ ମାତ୍ର ୨ ରନ୍‌ କରି ପ୍ୟାଭିଲିୟନ ଫେରିଥିଲେ। ତେବେ ଅନ୍ୟତମ ଓପନର ଶିଖର ଧୱନ ଓ କେଏଲ ରାହୁଲ ୩୨ ରନ୍‌ର ଭାଗିଦାରୀ କରି ଦଳୀୟ ସ୍କୋରକୁ ୩୫ରେ ପହଞ୍ଚାଇଥିଲେ।

ଏହି ସମୟରେ ବଡ଼ ଶଟ ଖେଳିବା ଲୋଭରେ ଶିଖର ଧୱନ ୧୯ ରନ୍‌ କରି ଶୈଫୁଲ ଇସଲାମଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ଦୁଇ ଯୁବ ତାରକା ଶ୍ରେୟସ ଆୟର ଓ ରାହୁଲଙ୍କ କାନ୍ଧରେ ପୂରା ଇନିଂସର ଦାୟିତ୍ୱ ରହିଥିଲା। ଉଭୟ ମଧ୍ୟ କାହାକୁ ନିରାଶ କରି ନଥିଲେ। ରାହୁଲ କ୍ରିଜ୍‌ରେ ଥିବା ଯାଏ ସେ ହିଁ ବଡ଼ ବଡ଼ ଶଟ୍‌ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ। ଏଥିସହ ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ।

ଦଳୀୟ ସ୍କୋର ୯୪ ଥିବା ବେଳେ ସେ ବ୍ୟକ୍ତିଗତ ୫୨ ରନ୍‌ କରି ଅଲ ଆମୀନ ହୁସେନଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ରାହୁଲ ଆଉଟ୍‌ ହେବା ପରେ ଶ୍ରେୟସ ଆୟର ଭୟଙ୍କର ଢଙ୍ଗରେ ବ୍ୟାଟିଂ କରିବା ଆରମ୍ଭ କରିଥିଲେ। ବିଶେଷ କରି ଅଫିସ ହୁସେନଙ୍କ ୩ଟି ବଲରେ ୩ଟି ଛକା ମାରି ସେ ନିଜର ବିସ୍ଫୋରକ ରୂପ ଦେଖାଇଥିଲେ।

ବଡ଼ ଶଟ୍‌ ଖେଳିବା ଲୋଭରେ ସେ ୩୩ ବଲରେ ୬୨ ରନ୍‌ କରି ସୌମ୍ୟ ସରକାରଙ୍କ ବଲରେ ଆଉଟ୍‌ ହୋଇଯାଇଥିଲେ। ସେହି ଓଭରର ପ୍ରଥମ ବଲରେ ସୌମ୍ୟ ୱିକେଟ କିପର ରିଷଭ ପନ୍ତ(୬)ଙ୍କୁ ମଧ୍ୟ ବୋଲ୍ଡ କରିଦେଇଥିଲେ। ଶେଷ ଭାଗରେ ମନୀଷ ପାଣ୍ଡେ କିଛି ଆକର୍ଷଣୀୟ ଶଟ୍‌ ଖେଳି ଦଳୀୟ ସ୍କୋରକୁ ୧୭୦ ପାର କରାଇଥିଲେ। ମନୀଷ ଶେଷ ଯାଏ ୨୨ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କୁ ଏଥିରେ ଅଲରାଉଣ୍ଡର ଶିବମ ଦୁବେ(୯) ଭରପୂର ସହଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story