ମାସ୍କ ପିନ୍ଧି ଆଜି ବି ଅଭ୍ୟାସ କଲେ ବାଂଲା ଖେଳାଳି

ନୂଆଦିଲ୍ଲୀ: ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ଆଜି ଏଥିପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦୁଇ ଦଳର ଖେଳାଳିମାନେ ଝାଳବୁହା ଅଭ୍ୟାସ କରିଛନ୍ତି। ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଭୟଙ୍କର ରୂପ ଧାରଣ କରିଥିବାରୁ ଖେଳାଳିଙ୍କ ଅଭ୍ୟାସ ମଧ୍ୟ ବାଧା ପାଇବାର ଆଶଙ୍କା ରହିଥିଲା। ଆଜି ଭାରତୀୟ ଖେଳାଳିମାନେ ବିନା ମାସ୍କରେ ଦୀର୍ଘ ସମୟ ଧରି ପଡ଼ିଆରେ ଅଭ୍ୟାସ କରିଥିଲେ। ହେଲେ ବାଂଲାଦେଶର […]

x

x

Hemant Lenka
  • Published: Saturday, 02 November 2019
  • Updated: 02 November 2019, 06:16 PM IST

Sports

Latest News

ନୂଆଦିଲ୍ଲୀ: ଆସନ୍ତାକାଲି ସନ୍ଧ୍ୟା ୭ଟାରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ଓ ବାଂଲାଦେଶ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍‌ ଖେଳାଯିବ। ଆଜି ଏଥିପାଇଁ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦୁଇ ଦଳର ଖେଳାଳିମାନେ ଝାଳବୁହା ଅଭ୍ୟାସ କରିଛନ୍ତି।

ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଭୟଙ୍କର ରୂପ ଧାରଣ କରିଥିବାରୁ ଖେଳାଳିଙ୍କ ଅଭ୍ୟାସ ମଧ୍ୟ ବାଧା ପାଇବାର ଆଶଙ୍କା ରହିଥିଲା। ଆଜି ଭାରତୀୟ ଖେଳାଳିମାନେ ବିନା ମାସ୍କରେ ଦୀର୍ଘ ସମୟ ଧରି ପଡ଼ିଆରେ ଅଭ୍ୟାସ କରିଥିଲେ।

ହେଲେ ବାଂଲାଦେଶର ଅଧିକାଂଶ ଖେଳାଳି ମୁହଁରେ ମାସ୍କ ଲଗାଇ ଅଭ୍ୟାସ କରିଥିଲେ। କ୍ରମାଗତ ତୃତୀୟ ଦିନ ପାଇଁ ବାଂଲାଦେଶର ଖେଳାଳିମାନେ ଏଭଳି ମାସ୍କ ଲଗାଇ ଅଭ୍ୟାସ କରୁଥିବା ଦେଖିବାକୁ ମିଳିଛି।

୨୦୧୭ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏଠାରେ ଚାଲିଥିବା ଟେଷ୍ଟ ମ୍ୟାଚ୍‌ରେ ଅନୁରୂପ ଘଟଣା ଘଟିଥିଲା। ଭାରତୀୟ ଖେଳାଳିମାନେ ବିନା ମାସ୍କରେ ଖେଳୁଥିଲେ ହେଁ ଶ୍ରୀଲଙ୍କାର ଖେଳାଳିମାନେ ପଡ଼ିଆରେ ମାସ୍କ ଲଗାଇଥିଲେ। ଏହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story