୮ ବର୍ଷ ପରେ ବାଂଲାଦେଶ ଦିନିକିଆ ଦଳକୁ ଫେରିଲେ ମୁଶାରଫ୍‌ ହୁସେନ୍‌

ଢାକା: ୮ ବର୍ଷ ପରେ ବାଂଲାଦେଶ ଦିନିକିଆ ଦଳକୁ ଫେରିଛନ୍ତି ବାମହାତୀ ସ୍ପିନର ମୁଶାରଫ ହୁସେନ। ମୀରପୁରରେ ଶନିବାର ହେବାକୁ ଥିବା ଆଫ୍‌ଗାନିସ୍ତାନ ବିପକ୍ଷ ତିନି ଟିକିଆ ସିରିଜ୍‌ର ଶେଷ ଦିନିକିଆରେ ପେସର ରୁବେଲ ହୁସେନ୍‌ଙ୍କ ବଦଳରେ ସେ ସ୍ଥାନ ପାଇଛନ୍ତି। ଦ୍ୱିତୀୟ ମ୍ୟାଚ୍‌ରେ ରୁବେଲ ୩ ଓଭରରେ ୨୪ ରନ୍‌ ଦେଇଥିଲେ। ଫଳରେ ଦଳ ୨ ୱିକେଟରେ ପରାସ୍ତ ହୋଇଥିଲା। ତେଣୁ ରୁବେଲଙ୍କ ବଦଳରେ ଦଳ ମୁଶାରଫଙ୍କୁ ସ୍ଥାନ ଦେଇଛି।

ମୁଶାରଫ୍‌ ୩ଟି ଦିନିକିଆ ଖେଳିଛନ୍ତି। ସେ ୨୦୦୮ ପରଠାରୁ କୌଣସି ମ୍ୟାଚ୍‌ ଖେଳି ନାହାନ୍ତି।

ଆହୁରି ପଢ଼ନ୍ତୁ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି

ଷ୍ଟାର ଖେଳାଳିଙ୍କୁ ୧୦ ମାସ ହେଲା ଦରମା ଦେଇନି ବିସିସିଆଇ

ଆଇପିଏଲର ମୁଖ୍ୟ ସ୍ପୋନସର ‘ଭିଭୋ’କୁ ନେଇ ନିଷ୍ପତ୍ତି ନେଲା ବିସିସିଆଇ

ବାପା ହେଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶେୟାର କଲେ ପୁଅର ଫଟୋ

ବ୍ରଡଙ୍କୁ ୧୦ ୱିକେଟ: ଇଂଲଣ୍ଡ ଜିତିଲା ଐତିହାସିକ ଟେଷ୍ଟ ସିରିଜ୍‌