ପାକିସ୍ତାନରେ ଟେଷ୍ଟ ଖେଳିବାକୁ ବାଂଲାଦେଶ ନା, ଟି-୨୦କୁ ହଁ

ଢାକା: ପାକିସ୍ତାନ ମାଟିରେ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ବାଂଲାଦେଶ ମନା କରି ଦେଇଛି। ତେବେ ଦଳ ପାକିସ୍ତାନ ମାଟିରେ ଟି-୨୦ ସିରିଜ ଖେଳିବାକୁ ରାଜି ହୋଇଛି। ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱାସିମ ଖାନ କହିଛନ୍ତି, “ଜାନୁଆରୀ-ଫେବୃଆରୀରେ ବାଂଲାଦେଶ ଏଠାକୁ ଆସି ଟେଷ୍ଟ ସିରିଜ ଖେଳିବାର ଥିଲା। ହେଲେ ଏବେ ବାଂଲାଦେଶ କାହିଁକି ମନା କରୁଛି, ତାହା ଜଣାପଡ଼ି ନାହିଁ। ଆମେ ବାଂଲାଦେଶ କ୍ରିକେଟ ବୋର୍ଡକୁ କାରଣ ଦର୍ଶାଅ ନୋଟିସ […]

rt

rt

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 07:00 PM IST

Sports

Latest News

ଢାକା: ପାକିସ୍ତାନ ମାଟିରେ ଦୁଇ ଟିକିଆ ଟେଷ୍ଟ ସିରିଜ ଖେଳିବାକୁ ବାଂଲାଦେଶ ମନା କରି ଦେଇଛି। ତେବେ ଦଳ ପାକିସ୍ତାନ ମାଟିରେ ଟି-୨୦ ସିରିଜ ଖେଳିବାକୁ ରାଜି ହୋଇଛି।

ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ୱାସିମ ଖାନ କହିଛନ୍ତି, “ଜାନୁଆରୀ-ଫେବୃଆରୀରେ ବାଂଲାଦେଶ ଏଠାକୁ ଆସି ଟେଷ୍ଟ ସିରିଜ ଖେଳିବାର ଥିଲା। ହେଲେ ଏବେ ବାଂଲାଦେଶ କାହିଁକି ମନା କରୁଛି, ତାହା ଜଣାପଡ଼ି ନାହିଁ।

ଆମେ ବାଂଲାଦେଶ କ୍ରିକେଟ ବୋର୍ଡକୁ କାରଣ ଦର୍ଶାଅ ନୋଟିସ ଜାରି କରିଛୁ। ବାଂଲାଦେଶ ପ୍ରଥମେ କାହିଁକି ଖେଳିବାକୁ ମନା କରୁଛି, ତା’ର କାରଣ କହିବା ଦରକାର। ପାକିସ୍ତାନ ତା’ର ଘରୋଇ ମ୍ୟାଚ୍ ଅନ୍ୟ କେଉଁଠି ଖେଳିବ ନାହିଁ ବୋଲି ଚିଠିରେ ସ୍ପଷ୍ଟ କରିଛି।

ବାଂଲାଦେଶ ଏଠାରେ ୩ଟିକିଆ ଟି-୨୦ ସିରିଜ ଖେଳିବାକୁ ରାଜି ହୋଇଛି। ହେଲେ ବର୍ତ୍ତମାନ ସମୟରେ ବାଂଲାଦେଶ ଟେଷ୍ଟ ମ୍ୟାଚ୍‌ ଖେଳିବାକୁ ମନା କରିଦେଇଛି। ଶ୍ରୀଲଙ୍କା ଟିମ ପାକିସ୍ତାନ ଆସି ଟେଷ୍ଟ ମ୍ୟାଚ ଖେଳିଛି। ଆଇସିସି ମଧ୍ୟ ତା’ର ଅଫିସିଆଲମାନଙ୍କୁ ପାକିସ୍ତାନ ପଠାଇଥିଲା। ଏହା ସତ୍ତ୍ୱେ ବାଂଲାଦେଶ କାହିଁକି ଆମ ନିମନ୍ତ୍ରଣକୁ ମନା କଲା ଜଣାପଡ଼ିନାହିଁ।”

ଶ୍ରୀଲଙ୍କା ପ୍ରଥମେ ପାକିସ୍ତାନରେ ଦିନିକିଆ ଓ ଟି-୨୦ ସିରିଜ୍‌ ଖେଳିଥିଲା। ଏହାପରେ ଟେଷ୍ଟ ଚାମ୍ପିୟନଶିପ ପାଇଁ ଇସଲାମାବାଦ ଯାଇଥିଲା। ବାଂଲାଦେଶ ଏବେ ସମାନ ପନ୍ଥା ଆପଣାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story