ବାରବାଟୀ ଦିନିକିଆ ପାଇଁ ସବୁ ଟିକେଟ୍‌ ବିକ୍ରି

କଟକ: ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପାଇଁ ସବୁ ଟିକେଟ୍‌ ବିକ୍ରି ହୋଇଯାଇଛି। କାଉଣ୍ଟରରେ ଗତକାଲିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ୩ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି କରାଯାଉଥିଲା। ସାଧାରଣ ଦର୍ଶକଙ୍କ ପାଇଁ ୧୫,୪୪୪ଟି ଟିକେଟ୍ ରହିଥିଲା। ଯାହା ଦୁଇ ଦିନରେ ଶେଷ ହୋଇଯାଇଛି। ଅନ୍‌ଲାଇନ୍‌ରେ ୮,୨୯୦ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ୮,୬୬୯ଟି ଟିକେଟ୍ ବିକ୍ରି କରାଯାଇଛି। ଟିକେଟ୍‌  ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ କାଉଣ୍ଟରେ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଥିଲା। […]

barabati

barabati

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 08:49 PM IST

Sports

Latest News

କଟକ: ଆସନ୍ତା ୧୯ ତାରିଖରେ ହେବାକୁ ଥିବା ଭାରତ-ଇଂଲଣ୍ଡ ଦ୍ୱିତୀୟ ଦିନିକିଆ ପାଇଁ ସବୁ ଟିକେଟ୍‌ ବିକ୍ରି ହୋଇଯାଇଛି। କାଉଣ୍ଟରରେ ଗତକାଲିଠାରୁ ଟିକେଟ୍‌ ବିକ୍ରି ଆରମ୍ଭ ହୋଇଥିଲା। ୩ଟି କାଉଣ୍ଟରରେ ଟିକେଟ୍‌ ବିକ୍ରି କରାଯାଉଥିଲା।

ସାଧାରଣ ଦର୍ଶକଙ୍କ ପାଇଁ ୧୫,୪୪୪ଟି ଟିକେଟ୍ ରହିଥିଲା। ଯାହା ଦୁଇ ଦିନରେ ଶେଷ ହୋଇଯାଇଛି।

ଅନ୍‌ଲାଇନ୍‌ରେ ୮,୨୯୦ ଓ ଓସିଏ ଅନୁବନ୍ଧିତ ସଂସ୍ଥାଙ୍କୁ ୮,୬୬୯ଟି ଟିକେଟ୍ ବିକ୍ରି କରାଯାଇଛି।

ଟିକେଟ୍‌  ବିକ୍ରିକୁ ଶୃଙ୍ଖଳିତ କରିବା ପାଇଁ କାଉଣ୍ଟରେ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ସିସିଟିଭି ଲଗାଯାଇଥିଲା। ୧୦ ପ୍ଲାଟୁନ ପୋଲିସ୍ ଫୋର୍ସ ମୁତୟନ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos