‍ବ୍ୟାଟିଂ ପଦୋନ୍ନତି ମୋ ମନୋବଳକୁ ଦୃଢ କରିଛି: ଅଶ୍ୱିନ

ଆଣ୍ଟିଗୁଆ:ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ (୧୧୩ ରନ୍‌) ହାସଲ କରିଥିବା ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି,“ବ୍ୟାଟିଂ ତାଲିକାର ୬ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଏହା ମତେ ପ୍ରେରଣା ଯୋଗାଇଲା। ମୋ ବ୍ୟାଟିଂ ପଦୋନ୍ନତି ଫଳରେ ମୁଁ ୱେଷ୍ଟ ଇଣ୍ଡିଜ୍‌ ପରି ଏକ ଶକ୍ତିଶାଳୀ ଦେଶ ବିପକ୍ଷରେ ଶତକ ହାସଲ କରିପାରିଲି।” ୨୯ ବର୍ଷୀୟ ଅଶ୍ୱିନ କହିଛନ୍ତି,“ନବ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେ ଓ ଅଧିନାୟକ ବିରାଟ କୋହଲି ମତେ ଏହି […]

ASHWIN

ASHWIN

Rakesh Mallick
  • Published: Saturday, 23 July 2016
  • Updated: 23 July 2016, 06:25 PM IST

Sports

Latest News

ଆଣ୍ଟିଗୁଆ:ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟରେ ଶତକ (୧୧୩ ରନ୍‌) ହାସଲ କରିଥିବା ଭାରତର ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ କହିଛନ୍ତି,“ବ୍ୟାଟିଂ ତାଲିକାର ୬ ନମ୍ବରରେ ବ୍ୟାଟିଂ କରିବାକୁ ସୁଯୋଗ ମିଳିଥିଲା। ଏହା ମତେ ପ୍ରେରଣା ଯୋଗାଇଲା। ମୋ ବ୍ୟାଟିଂ ପଦୋନ୍ନତି ଫଳରେ ମୁଁ ୱେଷ୍ଟ ଇଣ୍ଡିଜ୍‌ ପରି ଏକ ଶକ୍ତିଶାଳୀ ଦେଶ ବିପକ୍ଷରେ ଶତକ ହାସଲ କରିପାରିଲି।”

୨୯ ବର୍ଷୀୟ ଅଶ୍ୱିନ କହିଛନ୍ତି,“ନବ ନିଯୁକ୍ତ କୋଚ୍‌ ଅନୀଲ କୁମ୍ବଲେ ଓ ଅଧିନାୟକ ବିରାଟ କୋହଲି ମତେ ଏହି ସୁଯୋଗ ଦେଇଥିବାରୁ ତାଙ୍କୁ ସାଧୁବାଦ ଜଣାଉଛି। ତାଙ୍କ ସହଯୋଗ ଫଳରେ ମୁଁ ଟେଷ୍ଟ ଜୀବନରେ ତୃତୀୟ ଶତକ ହାସଲ କରିବାରେ ସକ୍ଷମ ହେଲି।”

ବିରାଟ କୋହଲିଙ୍କ ଦ୍ୱିଶତକ ଓ ଅଶ୍ୱିନ୍‌ଙ୍କ ଶତକ ବଳରେ ଭାରତ ୫୬୬/୮ ରନ୍‌ରେ ପାଳି ଘୋଷଣା କରିଛି। ୱେଷ୍ଟଇଣ୍ଡିଜ୍‌ ୩୧ ରନ୍ କରି ୧ ୱିକେଟ ହରାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story