ଦୃଷ୍ଟିହୀନ ଟି-୨୦: ଆସନ୍ତାକାଲି ନ୍ୟୁଜିଲାଣ୍ଡକୁ ଭେଟିବ ଭାରତ

ଭୁବନେଶ୍ୱର: ଆସନ୍ତକାଲି ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ଖେଳାଯିବ ଦୃଷ୍ଟିହୀନ ଟି-୨୦ କ୍ରିକେଟ ଲିଗ ମ୍ୟାଚ। ଏଥିରେ ଆୟୋଜକ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡକୁ। ମ୍ୟାଚ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଟିମ୍‌ର ସଦସ୍ୟ। ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇ ୧୮ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅଜୟ ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଅଧିନାୟକ ଜେମ୍ସ ଡନ୍‌ଙ୍କ […]

india blind cricket team

india blind cricket team

Rakesh Mallick
  • Published: Monday, 06 February 2017
  • Updated: 07 February 2017, 07:38 AM IST

Sports

Latest News

ଭୁବନେଶ୍ୱର: ଆସନ୍ତକାଲି ଭୁବନେଶ୍ୱର କିଟ୍‌ ଷ୍ଟାଡିୟମରେ ଖେଳାଯିବ ଦୃଷ୍ଟିହୀନ ଟି-୨୦ କ୍ରିକେଟ ଲିଗ ମ୍ୟାଚ। ଏଥିରେ ଆୟୋଜକ ଭାରତକୁ ଭେଟିବ ନ୍ୟୁଜିଲାଣ୍ଡକୁ। ମ୍ୟାଚ ପାଇଁ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି ଉଭୟ ଟିମ୍‌ର ସଦସ୍ୟ।

ଭାରତ ଏପର୍ଯ୍ୟନ୍ତ ୭ଟି ମ୍ୟାଚ ଖେଳି ୬ଟିରେ ବିଜୟୀ ହୋଇ ୧୮ ପଏଣ୍ଟ ପାଇ ତାଲିକାର ଶୀର୍ଷରେ ରହିଛି। ଅଜୟ ରେଡ୍ଡୀଙ୍କ ନେତୃତ୍ୱରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ୍‌, ବାଂଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ହରାଇଛି। ଅଧିନାୟକ ଜେମ୍ସ ଡନ୍‌ଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡର ଟିମ୍‌ ୬ଟି ମ୍ୟାଚରୁ ୬ ପଏଣ୍ଟ ପାଇ ନବମ ସ୍ଥାନରେ ରହିଛି।

ଭାରତୀୟ ଟିମ୍‌ରେ ଦୁଇ ଜଣ ଓଡ଼ିଆ ଅଛନ୍ତି। ସେମାନେ ହେଲେ ଅଲରାଉଣ୍ଡର ମହମ୍ମଦ ଜାଫର ଇକ୍‌ବାଲ ଓ ସୁଖରାମ ମାଝି।

କେମିତି ଖେଳାଯାଏ ଦୃଷ୍ଟିହୀନ କ୍ରିକେଟ ମ୍ୟାଚ

ସାଧାରଣ କ୍ରିକେଟ୍‌ ଓ ଦୃଷ୍ଟିହୀନ କ୍ରିକେଟର ନିୟମ ପ୍ରାୟ ସମାନ। ଏଥିଲାଗି ପଡ଼ିଆର ଆକାର ମଧ୍ୟ ୬୫ରୁ ୭୦ ୟାର୍ଡ ମଧ୍ୟରେ ହୋଇଥାଏ। ଏଥିରେ ରୁଣୁଝୁଣୁ ଶବ୍ଦ ହେଉଥିବା ସ୍ୱତନ୍ତ୍ର ବଲ ବ୍ୟବହାର କରାଯାଏ। ବୋଲରମାନେ ଅଣ୍ଡର ଆର୍ମ ବୋଲିଂ କରନ୍ତି। ମ୍ୟାଚ ପାଇଁ ବ୍ୟବହୃତ ଷ୍ଟମ୍ପ କାଠ ବଦଳରେ ଲୁହାରେ ତିଆରି ହୋଇଥାଏ। ୱିକେଟ୍‌ କିପର ଶବ୍ଦ କରି ବୋଲରଙ୍କୁ ତାଙ୍କ ସିଧାରେ ବୋଲିଂ କରିବାକୁ ସଙ୍କେତ ଦିଅନ୍ତି। B1, B2 ଓ B3 ବର୍ଗର ଦୃଷ୍ଟିହୀନ ହିଁ ଏହି ମ୍ୟାଚ ଖେଳିପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story