ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ: U-19 ଭାରତୀୟ ଟିମ୍‌ ଘୋଷଣା

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ U-19 ଦିନିକିଆ ସିରିଜ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି। ଆସନ୍ତା ୩୦ ତାରିଖରେ ଏହି ସିରିଜ ଆରମ୍ଭ ହେବ। ଯୁବ ଏସିଆ କପ୍‌ ବିଜେତା ଦଳର ପୃଥ୍ୱୀଭି ଶା, ଅଭିଶେଷ ଶର୍ମା, ହିମାଂଶୁ ରାଣା, ଆୟୁସ୍‌ ଜମ୍‌ୱାଲ, ଏଚ୍‌. ପରବ ଏବଂ ଏସ୍‌. ଗିଲି ଟିମ୍‌ରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ବେଙ୍ଗଲର ଜୁନିୟର ଦଳର ଫାଷ୍ଟ ବୋଲର ଇଶାନ ପୋରେଲ ଦଳରେ ସ୍ଥାନ ପାଇଛନ୍ତି। ଗୁଜରାଟର ୱିକେଟ […]

bcci-logo

bcci-logo

Rakesh Mallick
  • Published: Friday, 20 January 2017
  • Updated: 20 January 2017, 02:57 PM IST

Sports

Latest News

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ U-19 ଦିନିକିଆ ସିରିଜ ପାଇଁ ଆଜି ବିସିସିଆଇ ୧୮ ଜଣିଆ ଟିମ୍‌ ଘୋଷଣା କରିଛି। ଆସନ୍ତା ୩୦ ତାରିଖରେ ଏହି ସିରିଜ ଆରମ୍ଭ ହେବ।

ଯୁବ ଏସିଆ କପ୍‌ ବିଜେତା ଦଳର ପୃଥ୍ୱୀଭି ଶା, ଅଭିଶେଷ ଶର୍ମା, ହିମାଂଶୁ ରାଣା, ଆୟୁସ୍‌ ଜମ୍‌ୱାଲ, ଏଚ୍‌. ପରବ ଏବଂ ଏସ୍‌. ଗିଲି ଟିମ୍‌ରେ ରହିଛନ୍ତି। ଏମାନଙ୍କ ବ୍ୟତୀତ ବେଙ୍ଗଲର ଜୁନିୟର ଦଳର ଫାଷ୍ଟ ବୋଲର ଇଶାନ ପୋରେଲ ଦଳରେ ସ୍ଥାନ ପାଇଛନ୍ତି।

ଗୁଜରାଟର ୱିକେଟ କିପର ବ୍ୟାଟ୍ସମ୍ୟାନ ଏଚ. ପଟେଲ, ମାୟଙ୍କ ରାୱତ ଏବଂ ରୋହନ କୁନ୍ନାମାଲ ଦଳରେ ସ୍ଥାନ ପାଇଛନ୍ତି।

ଜାନୁଆରୀ ୩୦ରେ ପ୍ରଥମ ଦିନିକିଆ ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ। ଏହାସହ ଫେବୃଆର ୬ ଓ ୮ରେ ଚତୁର୍ଥ ଓ ପଞ୍ଚମ ଦିନିକିଆ ଏହି ଷ୍ଟାଡିୟମରେ ଖେଳାଯିବ। ଦ୍ୱିତୀୟ ଓ ତୃତୀୟ ଦିନିକିଆ ଫେବୃଆର ୧ ଓ ୩ରେ ବ୍ରେବୋର୍ଣ୍ଣରେ ଅନୁଷ୍ଠିତ ହେବ।

ଅନ୍ୟମାନଙ୍କ ମଧ୍ୟରେ ବିବେକାନନ୍ଦ ତିୱାରୀ, ହାରଭିକ ଦେଶାଇ, ରାହୁଲ ଦେଶରାଜ ଚାହର, କମଲେଶ ସିଂହ ନଗରକୋଟି, ସଲମାନ ଖାନ, ପ୍ରିୟମ ଗର୍ଗ, ଶିବା ସିଂହ ଏବଂ ୟଶ ଠାକୁର ଦଳରେ ରହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story