ପୁଣି ଅସୁସ୍ଥ ହେଲେ ସୌରଭ ଗାଙ୍ଗୁଲି, ହସ୍ପିଟାଲରେ ଭର୍ତ୍ତି

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ମଧ୍ୟାହ୍ନରେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଙ୍ଗୁଲି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଆଜି ମଧ୍ୟାହ୍ନରେ ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ନିକଟରେ ଗାଙ୍ଗୁଲି ଛୋଟ ଧରଣର ହାର୍ଟଆଟାକର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ […]

d

d

Hemant Lenka
  • Published: Wednesday, 27 January 2021
  • Updated: 27 January 2021, 03:11 PM IST

କୋଲକାତା: ପୂର୍ବତନ କ୍ରିକେଟର ତଥା ବିସିସିଆଇ ବସ୍‌ ସୌରଭ ଗାଙ୍ଗୁଲି ପୁଣିଥରେ ଅସୁସ୍ଥ ହୋଇପଡ଼ିଛନ୍ତି। ଆଜି ମଧ୍ୟାହ୍ନରେ ସେ ଛାତିରେ ଗଭୀର ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ କୋଲକାତାରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଗତକାଲି ରାତିରେ ଗାଙ୍ଗୁଲି ସାମାନ୍ୟ ଅସୁସ୍ଥ ଅନୁଭବ କରିଥିଲେ। ଆଜି ମଧ୍ୟାହ୍ନରେ ତାଙ୍କ ଛାତିରେ ଯନ୍ତ୍ରଣା ବଢ଼ିବାରୁ ପରିବାର ଲୋକଙ୍କୁ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି।

ନିକଟରେ ଗାଙ୍ଗୁଲି ଛୋଟ ଧରଣର ହାର୍ଟଆଟାକର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ତାଙ୍କୁ କୋଲକାତାର ଉଡଲ୍ୟାଣ୍ଡସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ୭ ତାରିଖରେ ସେ ସୁସ୍ଥ ହୋଇଯିବାରୁ ଘରକୁ ଫେରିଥିଲେ। ସେବେଠାରୁ ସେ ଘରେ ରହି ଚିକିତ୍ସିତ ହେଉଥିଲେ।

ଉଡଲ୍ୟାଣ୍ଡସ ହସ୍ପିଟାଲରେ ଗାଙ୍ଗୁଲିଙ୍କ ହାର୍ଟରେ ତିନୋଟି ବ୍ଲକେଜ ଥିବା ଆଞ୍ଜିଓପ୍ଲାଷ୍ଟି ପରୀକ୍ଷା ପରେ ଜଣାପଡ଼ିଥିଲା। ଗୋଟିଏ ବ୍ଲକେଜ ୯୦ ପ୍ରତିଶତ ଥିବାରୁ ଏଥିରେ ଷ୍ଟେନ ଲଗାଯାଇଥିଲା। ସେହିପରି ଆଉ ଦୁଇଟି ବ୍ଲକେଜର ଚିକିତ୍ସା ପରବର୍ତ୍ତୀ ସମୟରେ କରାଯିବ ବୋଲି ଡାକ୍ତୀରମାନେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story