ବିସିସିଆଇ ପରିଚାଳନା ପାଇଁ ପ୍ରଶାସନିକ ପାନେଲ ଘୋଷଣା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ପ୍ରଶାସନିକ ପ୍ୟାନେଲ ଘୋଷଣା କରିଛନ୍ତି। ପୂର୍ବତନ ସିଏଜି ବିନୋଦ ରାଇଙ୍କୁ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କମିଟିରେ ମୋଟ ୪ ଜଣ ସ୍ଥାନ ପାଇଛନ୍ତି। ଅନ୍ୟମାନେ ହେଲେ ଐତିହାସିକ ରାମଚନ୍ଦ୍ର ଗୁହା, ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ଡାୟନା ଏଦୁଲଜି ଏବଂ ଆଇଡିଏଫ୍‌ସି ଅଧ୍ୟକ୍ଷ ବିକ୍ରମ ଲମାୟେ। କ୍ରୀଡ଼ା ସଚିବଙ୍କୁ ପ୍ୟାନେଲରେ ସଦସ୍ୟ ରଖିବାକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ […]

sc

sc

Rakesh Mallick
  • Published: Monday, 30 January 2017
  • Updated: 31 January 2017, 07:19 AM IST

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ପରିଚାଳନା ପାଇଁ ସୁପ୍ରିମକୋର୍ଟ ପ୍ରଶାସନିକ ପ୍ୟାନେଲ ଘୋଷଣା କରିଛନ୍ତି। ପୂର୍ବତନ ସିଏଜି ବିନୋଦ ରାଇଙ୍କୁ କମିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଛି। କମିଟିରେ ମୋଟ ୪ ଜଣ ସ୍ଥାନ ପାଇଛନ୍ତି। ଅନ୍ୟମାନେ ହେଲେ ଐତିହାସିକ ରାମଚନ୍ଦ୍ର ଗୁହା, ଭାରତୀୟ ମହିଳା ଟିମ୍‌ର ପୂର୍ବତନ ଅଧିନାୟକ ଡାୟନା ଏଦୁଲଜି ଏବଂ ଆଇଡିଏଫ୍‌ସି ଅଧ୍ୟକ୍ଷ ବିକ୍ରମ ଲମାୟେ।

କ୍ରୀଡ଼ା ସଚିବଙ୍କୁ ପ୍ୟାନେଲରେ ସଦସ୍ୟ ରଖିବାକୁ କ୍ରୀଡ଼ା ମନ୍ତ୍ରାଳୟ ପକ୍ଷରୁ କରାଯାଇଥିବା ଆବେଦନକୁ କୋର୍ଟ ଅଗ୍ରାହ୍ୟ କରିଦେଇଛନ୍ତି।

ସେହିପରି ଫେବୃଆରୀ ପ୍ରଥମ ସପ୍ତାହରେ ହେବାକୁ ଥିବା ଆଇସିସି ବୈଠକରେ ଯୋଗଦେବା ପାଇଁ ଅମିତାଭ ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ଏବଂ ବିକ୍ରମ ଲିମାୟେଙ୍କୁ ସୁପ୍ରିମକୋର୍ଟ ମନୋନୀତ କରିଛନ୍ତି।

କମିଟି ଗଠନ ପାଇଁ ୯ ଜଣଙ୍କ ନାମ ଦେବାକୁ ବିସିସିଆଇକୁ ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ତେବେ ବିସିସିଆଇ ସୁପାରିଶ କରିଥିବା ନାମକୁ ଯୋଗ୍ୟତା ନ ଥିବା ଦର୍ଶାଇ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଦେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story