ବଦଳିଲା ବିସିସିଆଇ ନିୟମ: ରଣଜୀ ମ୍ୟାଚ୍‌ରେ ପଡ଼ିବନି ଟସ୍‌

ମୁମ୍ବାଇ: ରଣଜୀ ଟ୍ରଫିର ଆଗାମୀ ସିଜିନ୍‌ରେ ମ୍ୟାଚ ପୂର୍ବରୁ ଟସ୍‌ ପଡ଼ିବ ନାହିଁ। ସେହିପରି ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ଡିଆରଏସ୍‌ ନିୟମ ମଧ୍ୟ ଲାଗୁ କରାଯାଇ ପାରେ। ବିସିସିଆଇ ପକ୍ଷରୁ ରଣଜୀ ଟ୍ରଫି କୋଚ୍‌ ଏବଂ ଅଧିନାୟକଙ୍କ ମଧ୍ୟରେ ଶେଷ ହୋଇଥିବା ଦିନିକିଆ ସମ୍ମିଳନୀରେ ଏଭଳି ବିଷୟ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ଏହି ସମ୍ମିଳନୀରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଟସ୍‌ ପକାଇବାର ପରମ୍ପରାକୁ ସଂପୂର୍ଣ୍ଣ ହଟାଇ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି। […]

saqw

saqw

Hemant Lenka
  • Published: Saturday, 18 May 2019
  • Updated: 18 May 2019, 04:00 PM IST

ମୁମ୍ବାଇ: ରଣଜୀ ଟ୍ରଫିର ଆଗାମୀ ସିଜିନ୍‌ରେ ମ୍ୟାଚ ପୂର୍ବରୁ ଟସ୍‌ ପଡ଼ିବ ନାହିଁ। ସେହିପରି ରଣଜୀ ଟ୍ରଫିରେ ପ୍ରଥମ ଥର ପାଇଁ ଡିଆରଏସ୍‌ ନିୟମ ମଧ୍ୟ ଲାଗୁ କରାଯାଇ ପାରେ। ବିସିସିଆଇ ପକ୍ଷରୁ ରଣଜୀ ଟ୍ରଫି କୋଚ୍‌ ଏବଂ ଅଧିନାୟକଙ୍କ ମଧ୍ୟରେ ଶେଷ ହୋଇଥିବା ଦିନିକିଆ ସମ୍ମିଳନୀରେ ଏଭଳି ବିଷୟ ଉପରେ ଚର୍ଚ୍ଚା ହୋଇଥିବା ଜଣାପଡ଼ିଛି। ଏହି ସମ୍ମିଳନୀରେ ଘରୋଇ ଟୁର୍ଣ୍ଣାମେଣ୍ଟରେ ଟସ୍‌ ପକାଇବାର ପରମ୍ପରାକୁ ସଂପୂର୍ଣ୍ଣ ହଟାଇ ଦିଆଯିବା ଉଚିତ ବୋଲି ମତ ପ୍ରକାଶ ପାଇଛି।

ଟସ୍‌ ବଦଳରେ ଭ୍ରମଣକାରୀ ଦଳ ପ୍ରଥମେ ବ୍ୟାଟିଂ କରିବ କିମ୍ବା ବୋଲିଂ କରିବ, ତା’ର ନିଷ୍ପତ୍ତି ନେବ। ଏହାଦ୍ୱାରା ଘରୋଇ ଟିମ୍‌ ନିଜ ପିଚ୍‌ର ଫାଇଦା ଉଠାଇ ପାରିବ ନାହିଁ। ସେହିପରି ରଣଜୀ ସିଜିନ୍‌ର ଯେଉଁ ମ୍ୟାଚ୍‌ ଗୁଡ଼ିକ ଟିଭିରେ ପ୍ରସାରଣ ହେବ, ସେଥିରେ ଡିଆରଏସ୍‌ ବ୍ୟବସ୍ଥା ମଧ୍ୟ ଲାଗୁ କରାଯିବ।

ଗତବର୍ଷ ରଣଜୀ ସିଜିନ୍‌ରେ ଖରାପ ଅମ୍ପାୟରିଂକୁ ନେଇ ବିବାଦ ସୃଷ୍ଟି ହୋଇଥିଲା। ସେମିଫାଇନାଲ୍‌ରେ ସୌରାଷ୍ଟ୍ର ଓ କର୍ଣ୍ଣାଟକା ମଧ୍ୟରେ ଚାଲିଥିବା ମ୍ୟାଚ୍‌ରେ ଚେତେଶ୍ୱର ପୂଜାରାଙ୍କ ଆଉଟ୍‌କୁ ଅମ୍ପାୟାର ନଟ ଆଉଟ୍‌ ଦେବାରୁ ବିବାଦ ସୃଷ୍ଟି ହୋଇଥିଲା। ଏହି ମ୍ୟାଚ୍‌ରେ ପୂଜାରା ଶତକ ହାସଲ କରିବା ସହ ଦଳକୁ ଜିତାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story