ଆଇପିଏଲ ପାଇଁ ସରକାରଙ୍କ ଅନୁମତି ମାଗିବ ବିସିସିଆଇ, ୭ରୁ ୧୦ ଦିନରେ ମ୍ୟାଚ୍‌ସୂଚୀ!

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ପାଇଁ ଟି-୨୦ ବିଶ୍ୱକପ ବାତିଲ ହେବାରୁ ବିସିସିଆଇ ଏବେ ସ୍ଥଗିତ ରହିଥିବା ଆଇପିଏଲ ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମରୁ ହିଁ ବିସିସିଆଇ ୟୁଏଇରେ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ଲୋଡ଼ିବ। ୨୦୧୪ରେ ଶେଷଥର ପାଇଁ ବିଦେଶରେ ଆଇପିଏଲ ଖେଳ ହୋଇଥିଲା। ଏଥର କରୋନା ପାଇଁ ଆଇପିଏଲ ପୁଣି ବିଦେଶରେ ଆୟୋଜନ କରିବାକୁ ବିଚାରବିମର୍ଶ ଆରମ୍ଭ […]

dr

dr

Hemant Lenka
  • Published: Tuesday, 21 July 2020
  • Updated: 21 July 2020, 02:34 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ପାଇଁ ଟି-୨୦ ବିଶ୍ୱକପ ବାତିଲ ହେବାରୁ ବିସିସିଆଇ ଏବେ ସ୍ଥଗିତ ରହିଥିବା ଆଇପିଏଲ ଆରମ୍ଭ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବର ପ୍ରଥମରୁ ହିଁ ବିସିସିଆଇ ୟୁଏଇରେ ଆଇପିଏଲ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି। ଏଥିପାଇଁ ବିସିସିଆଇ ଭାରତ ସରକାରଙ୍କ ଅନୁମତି ଲୋଡ଼ିବ।

୨୦୧୪ରେ ଶେଷଥର ପାଇଁ ବିଦେଶରେ ଆଇପିଏଲ ଖେଳ ହୋଇଥିଲା। ଏଥର କରୋନା ପାଇଁ ଆଇପିଏଲ ପୁଣି ବିଦେଶରେ ଆୟୋଜନ କରିବାକୁ ବିଚାରବିମର୍ଶ ଆରମ୍ଭ ହୋଇଛି।

ଆଇପିଏଲର ଗଭର୍ଣ୍ଣିଂ କାଉନସିଲର ଅଧ୍ୟକ୍ଷ ବ୍ରିଜେଶ ପଟେଲ କହିଛନ୍ତି, ଜିସି ବୈଠକ ଆସନ୍ତା ୭ରୁ ୧୦ ଦିନ ମଧ୍ୟରେ ଅନୁଷ୍ଠିତ ହେବ। ବୈଠକରେ ଆଇପିଏଲା ମ୍ୟାଚ୍‌ ସୂଚୀ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ। ଆପଇଏଲ କରିବା ପୂର୍ବରୁ ବିସିସିଆଇ ସରକାରଙ୍କ ଅନୁମତି ମଧ୍ୟ ଆଣିବ।

ସେପ୍ଟେମ୍ବର ଶେଷ ଯାଏ ଆମେ କରୋନା ସ୍ଥିତି ଉପରେ ନଜର ରଖିବୁ। ଏହାପରେ ଆଇପିଏଲ ଭାରତର ହେବ ନା ୟୁଏଇକୁ ସ୍ଥାନାନ୍ତର ହେବ, ତା’ ଉପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି।

ଚଳିତ ବର୍ଷ ମାର୍ଚ୍ଚ ୨୯ରେ ଆଇପିଏଲ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ପାଇଁ ଏହାକୁ ସ୍ଥଗିତ ରଖାଯାଇଛି। ଅକ୍ଟୋବର-ନଭେମ୍ବରରେ ଏହାକୁ ଆୟୋଜନ କରିବାକୁ ବିସିସିଆଇ ଲକ୍ଷ୍ୟ ରଖିଥିଲା। ହେଲେ ଏହି ସମୟରେ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବାକୁ ଥିବାରୁ ଏହା ଉପରେ ମଧ୍ୟ କଳାବାଦଲ ଘୋଟେଇ ଯାଇଥିଲା।

ସୋମବାର ବିଧିବଦ୍ଧ ଭାବେ ଆଇସିସି ଚଳିତ ବର୍ଷ ବିଶ୍ୱକପକୁ ବାତିଲ କରିବା ନେଇ ଘୋଷଣା କରିବାରୁ ଏହି ସମୟରେ ବିସିସିଆଇ ଆଇପିଏଲ ଆୟୋଜନ କରିବାକୁ ଅଣ୍ଟା ଭିଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story