ବିରାଟଙ୍କ ପ୍ରେସ୍ କନଫେରନ୍ସ ପୂର୍ବରୁ ବିସିସିଆଇ କରିଦେଲା ଏହି ବଡ଼ ଭୁଲ୍

ନୂଆଦିଲ୍ଲୀ: ବିରାଟ୍ ଆଣ୍ଡ କୋ. ମଙ୍ଗଳବାର ଆଇସିସି ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଦୁଇଥରର ଚାମ୍ପିଅନ୍ ଭାରତୀୟ ଟିମ୍ ବିଶ୍ୱକପ୍ ଇତିହାସରେ ପ୍ରଥମଥର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। A full house here in Manchester as #TeamIndia Skipper @imVkohli addresses the media on the eve of the semi-final against New Zealand.#CWC19 pic.twitter.com/V3b3vsRNiJ — BCCI (@BCCI) July 8, […]

koh

koh

Hemant Lenka
  • Published: Monday, 08 July 2019
  • Updated: 08 July 2019, 07:42 PM IST

ନୂଆଦିଲ୍ଲୀ: ବିରାଟ୍ ଆଣ୍ଡ କୋ. ମଙ୍ଗଳବାର ଆଇସିସି ବିଶ୍ୱକପର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଫାଇନାଲ୍ ଟିକେଟ୍ ହାସଲ କରିବା ଲକ୍ଷ୍ୟରେ ମଇଦାନକୁ ଓହ୍ଲାଇବ। ଦୁଇଥରର ଚାମ୍ପିଅନ୍ ଭାରତୀୟ ଟିମ୍ ବିଶ୍ୱକପ୍ ଇତିହାସରେ ପ୍ରଥମଥର ସେମିଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ପୂର୍ବରୁ କ୍ୟାପଟେନ୍ ବିରାଟ୍ କୋହଲି ଏକ ପ୍ରେସ୍ କନଫରେନ୍ସ କରିବାକୁ ଯାଉଥିଲେ। ବିସିସିଆଇ ଟ୍ୱିଟ୍ କରି ଏହାର ସୂଚନା ଦେଇଥିଲା, କିନ୍ତୁ ଏହା ଜଣାଇବା ସହ ବିସିସିଆଇ ଏକ ବଡ଼ ଭୁଲ୍ କରିଥିଲା, ଯାହା ପରେ ବୋର୍ଡକୁ ସୋଶାଲ ମିଡିଆରେ ଜୋରଦାର୍ ଟ୍ରଲ୍ କରାଯାଇଛି।

ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ୍ କୋହଲିଙ୍କ ପ୍ରେସ୍ କନଫେରନ୍ସର ସୂଚନା ଦେଇ ବିସିସିଆଇ ଆଡ୍ରେସ୍ (addresses) ବଦଳରେ ଆକ୍ଟ୍ରେସ୍ (actress) ଲେଖିଥିଲା। ଏହି ଭୁଲ୍ ପାଇଁ ୟୁଜର୍ସ ବିସିସିଆଇକୁ ଜୋରଦାର୍ ଟ୍ରଲ୍ କରିବା ଆରମ୍ଭ କରିଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story