ଆଇପିଏଲ୍‌-୧୧: ନିଲାମରେ ଷ୍ଟୋକ୍ସ ସବୁଠୁ ମହଙ୍ଗା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ୍ ୧୧ ପାଇଁ ନିଲାମ ଶେଷ ହୋଇଛି। ଏ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଜୟଦେବ ଉନାଦକଟ୍ ସବୁଠୁ ମହଙ୍ଗା ଭାରତୀୟ କ୍ରିକେଟର ହୋଇଛନ୍ତି। ତାଙ୍କୁ ସାଢ଼େ ୧୧ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ସେପଟେ ଆଇପିଏଲ ୨୦୧୮ରେ ସବୁଠୁ ମହଙ୍ଗା ଖେଳାଳି ବେନ୍‌ ଷ୍ଟୋକ୍ସ ହୋଇଛନ୍ତି। ପ୍ରଥମ ଦିନରେ ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫କୋଟି ଟଙ୍କାରେ କିଣିଛି। ଦ୍ୱିତୀୟ ଦିନ ନିଲାମରେ ଯୁବ ଓ ନୂଆ ଖେଳାଳିମାନଙ୍କ ଅଧିକ ଚାହିଦା ରହିଥିଲା। […]

1517044579864

1517044579864

Rakesh Mallick
  • Published: Sunday, 28 January 2018
  • Updated: 29 January 2018, 06:56 AM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆଇପିଏଲ୍ ୧୧ ପାଇଁ ନିଲାମ ଶେଷ ହୋଇଛି। ଏ ସିଜିନରେ ବର୍ତ୍ତମାନ ପର୍ଯ୍ୟନ୍ତ ଜୟଦେବ ଉନାଦକଟ୍ ସବୁଠୁ ମହଙ୍ଗା ଭାରତୀୟ କ୍ରିକେଟର ହୋଇଛନ୍ତି। ତାଙ୍କୁ ସାଢ଼େ ୧୧ କୋଟି ଟଙ୍କାରେ କିଣିଛି ରାଜସ୍ଥାନ ରୟାଲ୍ସ। ସେପଟେ ଆଇପିଏଲ ୨୦୧୮ରେ ସବୁଠୁ ମହଙ୍ଗା ଖେଳାଳି ବେନ୍‌ ଷ୍ଟୋକ୍ସ ହୋଇଛନ୍ତି। ପ୍ରଥମ ଦିନରେ ଷ୍ଟୋକ୍ସଙ୍କୁ ରାଜସ୍ଥାନ ରୟାଲ୍ସ ୧୨.୫କୋଟି ଟଙ୍କାରେ କିଣିଛି। ଦ୍ୱିତୀୟ ଦିନ ନିଲାମରେ ଯୁବ ଓ ନୂଆ ଖେଳାଳିମାନଙ୍କ ଅଧିକ ଚାହିଦା ରହିଥିଲା। ମହମ୍ମଦ ସିରାଜଙ୍କୁ ୨ କୋଟି ୬୦ ଲକ୍ଷ ଟଙ୍କାରେ କିଣିଛି ବେଙ୍ଗାଲୋର ଟିମ୍। ସେହିପରି ସାର୍ଦୁଳ ଠାକୁରଙ୍କୁ  ମଧ୍ୟ ୨ କୋଟି ୬୦ ଲକ୍ଷରେ କିଣିଛି ଚେନ୍ନାଇ ସୁପର କିଙ୍ଗ୍ସ। ଅଲ୍ରାଉଣ୍ଡର ଓ୍ୱାସିଂଟନ ସୁନ୍ଦରଙ୍କୁ ଆର୍ସିବି ୩.୨ କୋଟି ଟଙ୍କାରେ କିଣିଥିବା ବେଳେ ଅଷ୍ଟ୍ରେଲିଆର ଅଲରାଉଣ୍ଡର ବେନ୍ କଟିଙ୍ଗଙ୍କୁ ମୁମ୍ବାଇ ୨.୨ କୋଟି ଟଙ୍କାରେ କିଣିଛି ମୁମ୍ବାଇ। ବହୁ କଷ୍ଟରେ ନିଜ ବେସ୍ ପ୍ରାଇସ୍ ୨ କୋଟି ଟଙ୍କାରେ ବିକ୍ରି ହୋଇଛନ୍ତି। ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲଙ୍କ ପଂଜାବ ଟିମ୍ କିଣିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story