ବେନ୍‌ ଷ୍ଟୋକସ୍‌ ଆଇପିଏଲ-୧୦ର ଦାମି ଖେଳାଳି

ମୁମ୍ବାଇ: ଆଇପିଏଲ ଦଶମ ସଂସ୍କରଣ ପାଇଁ ଖେଳାଳି ନିଲାମି ହୋଇଛି। ଚଳିତବର୍ଷ ନିଲାମିରେ ସବୁଠୁ ଦାମିକା ଖେଳାଳି ହୋଇଛନ୍ତି ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକସ୍। ତାଙ୍କୁ ସାଢ଼େ ୧୪କୋଟି ଟଙ୍କାରେ କିଣିଛି ପୁଣେ ଟିମ୍‌। ସେହିପରି ଫାଷ୍ଟ ବୋଲର ଟାଇମଲ ମିଲ୍ସଙ୍କୁ ୧୨ କୋଟିରେ କିଣିଛି ବାଙ୍ଗାଲୋର। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ  କେକେଆର ୫କୋଟିରେ କିଣିଛି। ଦକ୍ଷିଣ ଆଫ୍ରିକାର ରବାଡାଙ୍କୁ ୫ କୋଟି,କୋରୋଆଣ୍ଡରସନଙ୍କୁ ୧ କୋଟି ଏବଂ ଆଞ୍ଜେଲୋ ମାଥ୍ୟୁସଙ୍କୁ ୧ କୋଟିରେ କିଣିଛି ଦିଲ୍ଲୀ। ପୱନ […]

Ben-Stokes..

Ben-Stokes..

Rakesh Mallick
  • Published: Monday, 20 February 2017
  • Updated: 20 February 2017, 07:39 PM IST

Sports

Latest News

ମୁମ୍ବାଇ: ଆଇପିଏଲ ଦଶମ ସଂସ୍କରଣ ପାଇଁ ଖେଳାଳି ନିଲାମି ହୋଇଛି। ଚଳିତବର୍ଷ ନିଲାମିରେ ସବୁଠୁ ଦାମିକା ଖେଳାଳି ହୋଇଛନ୍ତି ଇଂଲିଶ ଅଲରାଉଣ୍ଡର ବେନ୍‌ ଷ୍ଟୋକସ୍। ତାଙ୍କୁ ସାଢ଼େ ୧୪କୋଟି ଟଙ୍କାରେ କିଣିଛି ପୁଣେ ଟିମ୍‌।

ସେହିପରି ଫାଷ୍ଟ ବୋଲର ଟାଇମଲ ମିଲ୍ସଙ୍କୁ ୧୨ କୋଟିରେ କିଣିଛି ବାଙ୍ଗାଲୋର। ନ୍ୟୁଜିଲାଣ୍ଡର ଟ୍ରେଣ୍ଟ ବୋଲ୍ଟଙ୍କୁ  କେକେଆର ୫କୋଟିରେ କିଣିଛି।

ଦକ୍ଷିଣ ଆଫ୍ରିକାର ରବାଡାଙ୍କୁ ୫ କୋଟି,କୋରୋଆଣ୍ଡରସନଙ୍କୁ ୧ କୋଟି ଏବଂ ଆଞ୍ଜେଲୋ ମାଥ୍ୟୁସଙ୍କୁ ୧ କୋଟିରେ କିଣିଛି ଦିଲ୍ଲୀ।

ପୱନ ନେଗିଙ୍କୁ ରାଜସ୍ଥାନ ୧ କୋଟିରେ କିଣିଛି। ୱେଷ୍ଟଇଣ୍ଡିଜ୍‌ ୱିକେଟ୍‌ କିପର ନିକୋଲସ ପୁରନଙ୍କୁ ମୁମ୍ବାଇ ୩୦ ଲକ୍ଷରେ କିଣିଛି। ଭାରତୀୟ ପେସ୍‌ ବୋଲର ଇରଫାନ ପଠାନ, ଇଶାନ୍ତ ଶର୍ମା ଓ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝାଙ୍କୁ  କୌଣସି ଦଳ କିଣିନାହାନ୍ତି। ଏପ୍ରିଲ ୫ ତାରିଖରୁ ଆଇପିଏଲ ସିଜନ୍‌ ଟେନ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story