ଆଇପିଏଲ୍‌ ଆରମ୍ଭରୁ ବେଟିଂ: ଗିରଫ ହେଲେ ୬ ବୁକି

ଜୟପୁର: କ୍ରିକେଟ୍‌ର ମହାସମର କୁହାଯାଉଥିବା ଆଇପିଏଲ୍‌ ଆରମ୍ଭ ହେଉ ହେଉ ବେଟିଂ ପୁଣି ଆରମ୍ଭ ହୋଇଯାଇଛି। ଆଇପିଏଲ ମ୍ୟାଚ୍‌ରେ ବେଟିଂ କରିବା ଅଭିଯୋଗରେ ରାଜସ୍ଥାନ ପୋଲିସ ୬ଜଣ ବୁକିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୩୪ ହଜାର ନଗଦ ଟଙ୍କା, ଏକାଧିକ ମୋବାଇଲ୍‌ ଫୋନ୍‌, ଲ୍ୟାପ୍‌ଟପ୍‌ ଓ ଏଲସିଡି ଜବତ ହୋଇଛି। ଘଟଣାଟି ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ କୋଲକାତା ନାଇଟ୍‌ ରାଇଡର୍ସ ଓ ଗୁଜରାଟ୍‌ […]

ipl_760_1491733349_749x421

ipl_760_1491733349_749x421

Rakesh Mallick
  • Published: Sunday, 09 April 2017
  • Updated: 09 April 2017, 05:56 PM IST

Sports

Latest News

ଜୟପୁର: କ୍ରିକେଟ୍‌ର ମହାସମର କୁହାଯାଉଥିବା ଆଇପିଏଲ୍‌ ଆରମ୍ଭ ହେଉ ହେଉ ବେଟିଂ ପୁଣି ଆରମ୍ଭ ହୋଇଯାଇଛି। ଆଇପିଏଲ ମ୍ୟାଚ୍‌ରେ ବେଟିଂ କରିବା ଅଭିଯୋଗରେ ରାଜସ୍ଥାନ ପୋଲିସ ୬ଜଣ ବୁକିଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତଙ୍କ ଠାରୁ ୩୪ ହଜାର ନଗଦ ଟଙ୍କା, ଏକାଧିକ ମୋବାଇଲ୍‌ ଫୋନ୍‌, ଲ୍ୟାପ୍‌ଟପ୍‌ ଓ ଏଲସିଡି ଜବତ ହୋଇଛି। ଘଟଣାଟି ରାଜସ୍ଥାନର ଭରତପୁର ଅଞ୍ଚଳରେ ଘଟିଛି। ସୂଚନା ଅନୁସାରେ ଗିରଫ ହୋଇଥିବା ଅଭିଯୁକ୍ତ ମାନେ କୋଲକାତା ନାଇଟ୍‌ ରାଇଡର୍ସ ଓ ଗୁଜରାଟ୍‌ ଲାୟନ୍ସ ମଧ୍ୟରେ ଖେଳାଯାଇଥିବା ମ୍ୟଚ୍‌ରେ ବେଟିଂ ଲଗେଇଥିଲେ। ଫଳରେ ପୋଲିସ ଖବର ପାଇ ସେମାନଙ୍କୁ ଗିରଫ କରିଥିଲା। ପୋଲିସ ଏବେ ଏହି ଘଟଣାରେ ତଦନ୍ତ କରୁଥିବା ବେଳେ ଏମାନଙ୍କ ଛଡା ଆଉ କେଉଁମାନେ ଏହି ବେଟିଂରେ ସମ୍ପୃକ୍ତ ରହିଛନ୍ତି ସେ ନେଇ ଖୋଳତାଡ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story