ଆଇପିଏଲ୍‌ ପୂର୍ବରୁ ଧୋନୀଙ୍କୁ ପ୍ରଶଂସା କଲେ ଭଜି: କହିଲେ ସେ ଜଣେ ସିଧା ଓ ଚତୁର କ୍ରିକେଟର୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ହରଭଜନ ସିଂ ୨୦୧୮ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ସ୍ଥାନ ପାଇଛନ୍ତି। ଗତ ୧୦ ସିଜିନ ଧରି ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଆସୁଥିଲେ। ହେଲେ ଆଇପିଏଲ-୧୧ ପାଇଁ ହୋଇଥିବା ନିଲାମୀରେ ଭଜିଙ୍କୁ କୌଣସି ଦଳ କିଣିବାକୁ ଇଛା ପ୍ରକାଶ କରିନଥିବା ବେଳେ ଚେନ୍ନାଇ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ରେ ତାଙ୍କୁ କିଣିଛି। ଫଳରେ ପ୍ରଥମ ଥର ପାଇଁ […]

794c6-1519221205-800

794c6-1519221205-800

Rakesh Mallick
  • Published: Thursday, 22 February 2018
  • Updated: 22 February 2018, 12:41 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘ ଦିନ ଧରି ଟିମ୍‌ ଇଣ୍ଡିଆରେ ସ୍ଥାନ ପାଇବା ପାଇଁ ସଂଘର୍ଷ କରୁଥିବା ହରଭଜନ ସିଂ ୨୦୧୮ ଆଇପିଏଲରେ ଚେନ୍ନାଇ ସୁପରକିଙ୍ଗ୍ସ ଦଳରେ ସ୍ଥାନ ପାଇଛନ୍ତି। ଗତ ୧୦ ସିଜିନ ଧରି ହରଭଜନ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଖେଳିଆସୁଥିଲେ। ହେଲେ ଆଇପିଏଲ-୧୧ ପାଇଁ ହୋଇଥିବା ନିଲାମୀରେ ଭଜିଙ୍କୁ କୌଣସି ଦଳ କିଣିବାକୁ ଇଛା ପ୍ରକାଶ କରିନଥିବା ବେଳେ ଚେନ୍ନାଇ ୨ କୋଟି ଟଙ୍କା ବେସ୍‌ ପ୍ରାଇସ୍‌ରେ ତାଙ୍କୁ କିଣିଛି। ଫଳରେ ପ୍ରଥମ ଥର ପାଇଁ ଭଜି ଚେନ୍ନାଇ ସୁପରକିଙ୍ଗ୍ସ ଦଳର ଅଧିନାୟକ ଧୋନୀଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବେ।

ଏଭଳି ପରିସ୍ଥିତିରେ ହରଭଜନ ଧୋନୀଙ୍କୁ ପ୍ରଶଂସା କରିଛନ୍ତି। ଭଜି କହିଛନ୍ତି, ତାଙ୍କ କ୍ୟାରିୟରରେ ସେ ଅନେକ ଅଧିନାୟକଙ୍କ ଅଧିନରେ କ୍ରିକେଟ୍‌ ଖେଳିଛନ୍ତି ଏବଂ ଧୋନୀ ସେମାନଙ୍କ ମଧ୍ୟରୁ ଜଣେ ମହାନ ଅଧିନାୟକ। ଭଜି କହିଛନ୍ତି ଧୋନୀଙ୍କ ସହ ଖେଳିବା ତାଙ୍କୁ ସର୍ବାଦା ଭଲ ଲାଗିଥାଏ। କାରଣ ସେ ଜଣେ ସିଧା ଓ ଚତୁର କ୍ରିକେଟର୍‌। ପୁଣି ଥରେ ସେ ଧୋନୀଙ୍କ ସହ ଖେଳିବାକୁ ସୁଯୋଗ ପାଇଥିବାରୁ ଖୁସି ଜାହିର କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story