ଭୁବନେଶ୍ୱରରେ ଭାରତ-ରୁଷ ହକି ଟକ୍କର

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୬ରୁ ୧୫ ଯାଏ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିରିଜ୍‌ ଫାଇନାଲ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ରୁଷ ମୁହାଁମୁହିଁ ହେବେ। ଏହାକୁ ଅଲିମ୍ପିକ ଯୋଗ୍ୟତା ଇଭେଣ୍ଟ ଭାବେ ମଧ୍ୟ ବିବେଚନା କରାଯାଉଛି। ଭାରତ ଏବେ ବିଶ୍ୱ ହକି ରାଙ୍କର ୫ମ ସ୍ଥାନରେ ଥିବା ବେଳେ ରୁଷ ୨୨ତମ ସ୍ଥାନରେ ରହିଛି। ଏହି ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ର ପ୍ରଥମ ଦିନରେ ଦକ୍ଷିଣ […]

dw

dw

Hemant Lenka
  • Published: Thursday, 25 April 2019
  • Updated: 25 April 2019, 06:40 PM IST

ନୂଆଦିଲ୍ଲୀ: ଆସନ୍ତା ଜୁନ୍‌ ୬ରୁ ୧୫ ଯାଏ ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ସିରିଜ୍‌ ଫାଇନାଲ୍‌ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟରେ ଖେଳାଯିବ। ଏହି ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନୀ ମ୍ୟାଚ୍‌ରେ ଭାରତ ଓ ଅପେକ୍ଷାକୃତ ଦୁର୍ବଳ ରୁଷ ମୁହାଁମୁହିଁ ହେବେ। ଏହାକୁ ଅଲିମ୍ପିକ ଯୋଗ୍ୟତା ଇଭେଣ୍ଟ ଭାବେ ମଧ୍ୟ ବିବେଚନା କରାଯାଉଛି। ଭାରତ ଏବେ ବିଶ୍ୱ ହକି ରାଙ୍କର ୫ମ ସ୍ଥାନରେ ଥିବା ବେଳେ ରୁଷ ୨୨ତମ ସ୍ଥାନରେ ରହିଛି। ଏହି ଏଫ୍‌ଆଇଏଚ୍‌ ସିରିଜ୍‌ ଫାଇନାଲ୍‌ର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକା ଓ ଆମେରିକା ଏବଂ ପୋଲାଣ୍ଡ ଓ ଉଜବେକିସ୍ତାନ ମଧ୍ୟରେ ଲଢ଼େଇ ହେବ।

ଏହି ଇଭେଣ୍ଟର 'ପୁଲ-ଏ'ରେ ଭାରତ ରହିଛି। ଭାରତ ବ୍ୟତୀତ ଏହି ପୁଲ୍‌ରେ ପୋଲାଣ୍ଡ, ରୁଷ ଓ ଉଜବେକିସ୍ତାନ ରହିଛନ୍ତି। 'ପୁଲ-ବି'ରେ ଦକ୍ଷିଣ ଆଫ୍ରିକା, ଏସିଆନ ଗେମ୍ସ ସ୍ୱର୍ଣ୍ଣ ବିଜେତା ଜାପାନ, ଆମେରିକା ଓ ମେକ୍ସିକୋ ରହିଛନ୍ତି।

ରୁଷକୁ ଭେଟିବା ପରେ ଭାରତ ୭ ତାରିଖରେ ପୋଲାଣ୍ଡ, ୧୦ ତାରିଖରେ ଉଜବେକିସ୍ତାନକୁ ଭେଟିବ। ଜୁନ୍‌ ୧୫ ତାରିଖରେ ଫାଇନାଲ ମ୍ୟାଚ୍‌ ଅନୁଷ୍ଠିତ ହେବ। ଭାରତ ଏହି ଟୁର୍ଣ୍ଣାମେଣ୍ଟରେ ନୂଆ ହକି କୋଚ ଗ୍ରାହାମ ରେଇଡିଙ୍କ ଅଧୀନରେ ଖେଳିବ।

ଅନ୍ୟପକ୍ଷରେ ଭାରତୀୟ ମହିଳା ହକି ଦଳ ଜୁନ୍‌ ୧୫ରୁ ୨୩ ପର୍ଯ୍ୟନ୍ତ ଜାପାନର ହିରୋଶିମାରେ ଆରମ୍ଭ ହେବାକୁ ଥିବା ଏଫ୍‌ଆଇଏଚ୍‌ ଫାଇନାଲ୍‌ ସିରିଜ୍‌ରେ ଭାଗ ନେବ। ଭାରତୀୟ ମହିଳା ଦଳ ପୁଲ ଏ’ରେ ସ୍ଥାନ ପାଇଛି।

ଭାରତ ବ୍ୟତୀତ ପୋଲାଣ୍ଡ, ଫିଜି ଓ ଉରୁଗୁଏ ଏଥିରେ ରହିଛନ୍ତି। ସେହିପରି ପୁଲ ବି’ରେ ଜାପାନ, ଚାଇନା, ରୁଷ ଓ ମେକ୍ସିକୋ ରହିଛନ୍ତି। ଜୁନ୍‌ ୧୫ରେ ଭାରତୀୟ ମହିଳା ଦଳ ଉରୁଗୁଏ ସହ ପ୍ରଥମ ମ୍ୟାଚ୍‌ ଖେଳିବ। ପରେ ଦଳ ଜୁନ୍‌ ୧୬ରେ ପୋଲାଣ୍ଡ ଓ ଜୁନ୍‌ ୧୭ରେ ଫିଜିକୁ ଭେଟିବ। ୨୦୨୦ ଟୋକିଓ ଅଲିମ୍ପିକ ଯୋଗ୍ୟତା ପାଇବା ଲକ୍ଷ୍ୟରେ ଭାରତୀୟ ମହିଳା ଓ ପୁରୁଷ ଦଳ ମ୍ୟାଚ୍‌ ଖେଳିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story