ବାରବାଟୀ ଦିନିକିଆ ପାଇଁ କଡ଼ା ସୁରକ୍ଷା, ମକ୍ ଡ୍ରିଲ୍ କଲା କମିଶନରେଟ୍ ପୋଲିସ୍‌

ଭୁବନେଶ୍ୱର: ୧୯ ତାରିଖରେ ବାରବାଟୀରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ। ଆସନ୍ତାକାଲି ଉଭୟ ଦଳ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ମକ୍ ଡ୍ରିଲ୍‌ କରାଯାଇଛି। ବିମାନବନ୍ଦର, ହୋଟେଲ୍ ଓ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱରେ ୨୦ରୁ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଖେଳାଳିଙ୍କ ଯିବାଆସିବା ରାସ୍ତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। […]

pp

pp

Rakesh Mallick
  • Published: Tuesday, 17 January 2017
  • Updated: 17 January 2017, 08:34 PM IST

Sports

Latest News

ଭୁବନେଶ୍ୱର: ୧୯ ତାରିଖରେ ବାରବାଟୀରେ ଖେଳା ଯିବ ଭାରତ ଓ ଇଂଲଣ୍ଡ ମଧ୍ୟସ୍ଥ ଦ୍ୱିତୀୟ ଦିନିକିଆ। ଆସନ୍ତାକାଲି ଉଭୟ ଦଳ ଆସି ଭୁବନେଶ୍ୱରରେ ପହଞ୍ଚିବେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି କମିଶନରେଟ୍ ପୋଲିସ୍ ପକ୍ଷରୁ ମକ୍ ଡ୍ରିଲ୍‌ କରାଯାଇଛି। ବିମାନବନ୍ଦର, ହୋଟେଲ୍ ଓ ଷ୍ଟାଡିୟମରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଖେଳାଳିଙ୍କ ସୁରକ୍ଷା ଦାୟିତ୍ୱରେ ୨୦ରୁ ୨୫ ପ୍ଲାଟୁନ୍ ପୋଲିସ୍ ଫୋର୍ସକୁ ମୁତୟନ କରାଯାଇଛି। ଖେଳାଳିଙ୍କ ଯିବାଆସିବା ରାସ୍ତାରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହା ସହିତ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ବୋଲି ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି।

ମ୍ୟାଚ୍‌ ଦିନ ଷ୍ଟାଡିୟମରେ ୬୩ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। ୩୦୦ ଅଫିସର ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।

ଉଭୟ ଦଳର ଖେଳାଳି ମେ ଫେୟାର ହୋଟେଲରେ ରହିବେ। ଖେଳାଳି ଓ ଅଫିସିଆଲଙ୍କ ପାଇଁ ହୋଟେଲରେ ୮୭ଟି ରୁମ୍‌ ବୁକ୍‌ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story