ଦକ୍ଷିଣ ଆଫ୍ରିକାକୁ ଚକମା ଦେଲା ଭୁବନେଶ୍ୱରଙ୍କ ‘ନକଲ ବଲ୍‌’

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜୋହାନସବର୍ଗରେ ଖେଳାଯାଇଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ପ୍ରଥମ ଟି-20 ମ୍ୟାଚରେ ହିରୋ ପାଲଟିଥିଲେ ଭୁବନେଶ୍ୱର କୁମାର। ସେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର 5 ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ’ମ୍ୟାନ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା। ମିଡିୟମ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଉଭୟ ଆଉଟ୍ ସ୍ୱିଙ୍ଗ୍ ଓ ଇନ୍ ସ୍ୱିଙ୍ଗ୍ କ ରିପାରନ୍ତି। କିନ୍ତୁ ନିକଟରେ […]

cricket

cricket

Rakesh Mallick
  • Published: Tuesday, 20 February 2018
  • Updated: 20 February 2018, 06:51 PM IST

Sports

Latest News

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଜୋହାନସବର୍ଗରେ ଖେଳାଯାଇଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟସ୍ଥ ପ୍ରଥମ ଟି-20 ମ୍ୟାଚରେ ହିରୋ ପାଲଟିଥିଲେ ଭୁବନେଶ୍ୱର କୁମାର। ସେ ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକାର 5 ଜଣ ବ୍ୟାଟ୍ସମ୍ୟାନଙ୍କୁ ଆଉଟ୍‌ କରିଥିଲେ। ତାଙ୍କର ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ’ମ୍ୟାନ ଅଫ୍ ଦି ମ୍ୟାଚ୍’ ଘୋଷଣା କରାଯାଇଥିଲା।

ମିଡିୟମ ଫାଷ୍ଟ ବୋଲର ଭୁବନେଶ୍ୱର କୁମାର ଉଭୟ ଆଉଟ୍ ସ୍ୱିଙ୍ଗ୍ ଓ ଇନ୍ ସ୍ୱିଙ୍ଗ୍ କ ରିପାରନ୍ତି। କିନ୍ତୁ ନିକଟରେ ସେ ନିଜ ବୋଲିଂରେ 'ନକଲ ବଲ୍'କୁ ସାମିଲ କରିଛନ୍ତି। ଆଉ ଏହି ବିଶେଷ ପ୍ରକାରର ବୋଲିଂ ତାଙ୍କୁ ସର୍ଟ ଫର୍ମାଟରେ ସଫଳତା ଆଣି ଦେଉଛି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ରବିବାର ଦିନ ଖେଳା ଯାଇଥିବା ଟି-20 ମ୍ୟାଚରେ ସେ ଏହି ବଲ୍‌କୁ ଖୁବ୍‌ ଭଲ ଭାବେ ପ୍ରୟୋଗ କରିଥିଲେ। ଫଳରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୫ଟି ୱିକେଟ୍ ହାସଲ କରିଥିଲେ।

ଭୁବନେଶ୍ୱର କୁମାର କଡ଼ା ପରିଶ୍ରମ ବଳରେ ଏହି 'ନକଲ ବଲ' ପକାଇବା କୌଶଳ ହାସଲ କରିଛନ୍ତି। ଆଇପିଏଲର ୧୦ମ ସିଜିନ୍‌ରେ ଅଷ୍ଟ୍ରେଲିଆର ଏଣ୍ଡ୍ରୟୁ ଟାୟ ଏହି ଶୈଳୀର ବଲ୍‌ ପକାଇବା ଭୁବନେଶ୍ୱର କୁମାର ଦେଖିଥିଲେ। ସେହି ଦିନଠୁ ସେ ଏହି ବଲ୍ ଶିଖିବାରେ ଲାଗି ପଡ଼ିଥିଲେ। ଅନେକ ଦିନର ପରିଶ୍ରମ ପରେ ସେ ଏଥିରେ ପ୍ରବୀଣ ହୋଇଗଲେ।

ଏହି ‘ନକଲ ବଲ୍‌’ ଫଳରେ ସେ ଟି-୨୦ରେ ଗୋଟିଏ ମ୍ୟାଚ୍‌ରେ ୫ଟି ୱିକେଟ୍ ନେବାରେ ଦେଶର ପ୍ରଥମ ପେସ୍‌ ବଲର ବନିଯାଇଛନ୍ତି। ଭାରତ ପକ୍ଷରୁ ଜାହିର ଖାନ୍ ବି 'ନକଲ ବଲ୍' ଫିଙ୍ଗୁଥିଲେ।

କ'ଣ ଏହି 'ନକଲ ବଲ୍'

ବୋଲିଂ କରିବାର ଏହି କଳା 'ବେସ୍ ବଲ୍‌'ର ଅବଦାନ। କ୍ରିକେଟରେ ଏବେ 'ନକଲ ବଲ୍'କୁ କୁହାଯାଉଛି ୱିକେଟ୍ ଟେକିଂ ବଲ୍। ଏଥିରେ ବୋଲରମାନେ ବଲକୁ ଆଙଗୁଳିର ଟିପରେ ଧରି ଫୋପାଡ଼ନ୍ତି। ବଲଟି ପବନରେ ଥିବା ବେଳେ ଘୁରୁଛି ନା ନାହିଁ ତା'ହା ଜଣାପଡ଼େ ନାହିଁ। କୌଣସି ଗୋଟିଏ ଦିଗରେ ଏହା ପୂରା ସିଧା ଗତି କରିଥାଏ। ଏହି ବଲ୍‌ଗୁଡ଼ିକ ଅନ୍ୟ ବଲ୍ ତୁଳନାରେ ଟିକେ ଧୀମା ରହେ। ଏଣୁ ବଲ୍‌କୁ କେମିତି ମାରିବାକୁ ହେବ ତାହା ନେଇ ବ୍ୟାଟସ୍‌ମ୍ୟାନ୍ ଦ୍ୱନ୍ଦରେ ପଡ଼ିଯାଆନ୍ତି ଏବଂ ଚକମା ଖାଇଯାଆନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story