ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା, ଭୁବି ଆହତ

ମାଞ୍ଚେଷ୍ଟର: ଆଇସିସି ବିଶ୍ୱକପର ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ଭାରତକୁ ବଡ଼ ଝଟକା ଲାଗିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି । ପାକିସ୍ତାନ ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲରେ ବୋଲିଂ କରୁଥିବା ବେଳେ ଭୁବିଙ୍କ ଫ୍ରଣ୍ଟଫୁଟ୍ ଖସି ଯାଇଥିଲା। ଆହତ ପରେ ଭୁବି ଓଭର ମଝିରେ ଗ୍ରାଉଣ୍ଡ ଛାଡ଼ିଥିଲେ ଏବଂ ଏହା ପରେ ଆଉ ବୋଲିଂ କରିବାକୁ ଆସିନଥିଲେ। ଏହା ପରେ ଓଭରର ବାକି ବଲ୍ ବିଜୟ […]

bhuvi

bhuvi

Hemant Lenka
  • Published: Sunday, 16 June 2019
  • Updated: 16 June 2019, 10:30 PM IST

Sports

Latest News

ମାଞ୍ଚେଷ୍ଟର: ଆଇସିସି ବିଶ୍ୱକପର ପାକିସ୍ତାନ ବିପକ୍ଷ ମହାମୁକାବିଲାରେ ଭାରତକୁ ବଡ଼ ଝଟକା ଲାଗିଛି। ଟିମ୍ ଇଣ୍ଡିଆର ମୁଖ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ଆହତ ହୋଇ ପ୍ୟାଭିଲିୟନ୍ ଫେରିଛନ୍ତି । ପାକିସ୍ତାନ ଇନିଂସର ପଞ୍ଚମ ଓଭରର ଚତୁର୍ଥ ବଲରେ ବୋଲିଂ କରୁଥିବା ବେଳେ ଭୁବିଙ୍କ ଫ୍ରଣ୍ଟଫୁଟ୍ ଖସି ଯାଇଥିଲା।

ଆହତ ପରେ ଭୁବି ଓଭର ମଝିରେ ଗ୍ରାଉଣ୍ଡ ଛାଡ଼ିଥିଲେ ଏବଂ ଏହା ପରେ ଆଉ ବୋଲିଂ କରିବାକୁ ଆସିନଥିଲେ। ଏହା ପରେ ଓଭରର ବାକି ବଲ୍ ବିଜୟ ଶଙ୍କର ପକାଇଥିଲେ । ଶଙ୍କର ନିଜର ପ୍ରଥମ ବଲରେ ଭାରତକୁ ସଫଳତା ଦେଇଥିଲେ। ସେ ପାକିସ୍ତାନ ଓପ୍ନର ଇମାମ୍-ଉଲ୍-ହକଙ୍କୁ ଏଲବିଡବ୍ଲ୍ୟୁ ଆଉଟ୍ କରିଥିଲେ।

ଭୁବିଙ୍କ ଆହତ ଭାରତ ପାଇଁ ବଡ଼ ଝଟକା, କାରଣ ଚଳିତ ବିଶ୍ୱକପରେ ଭୁବି ଭଲ ଫର୍ମରେ ଅଛନ୍ତି । ତାଙ୍କ ଆହତ କେତେ ଗୁରୁତର, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ । କିନ୍ତୁ ପାକିସ୍ତାନ ବିପକ୍ଷ ମ୍ୟାଚରେ ସେ ଆଉ ବୋଲିଂ କରିପାରନଥିଲେ । ଭୁବିଙ୍କ ଅନୁପସ୍ଥିତିରେ ବି ଭାରତୀୟ ବୋଲରମାନେ ଚମତ୍କାର ବୋଲିଂ କରିଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story