ବିଜୟ ହଜାରେ ଟ୍ରଫି: ଓଡିଶା ବିପକ୍ଷରେ ୭ ୱିକେଟରେ ଜିତିଲା ବିଦର୍ଭ

ପୁଣି ପରାସ୍ତ ହେଲା ଓଡିଶା । ଉଭୟ ବେ।ଲିଂ ଓ ବ୍ୟାଟିଂରେ ଫେଲ୍‌ ମାରିଲା ଓଡିଶା। ଦିଲ୍ଲୀର କର୍ନେଲ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଆଜିର ମ୍ୟାଚରେ ବିଦର୍ଭ ୭ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଓଡିଶା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲ। ଓଡିଶା ୪୫.୩ ଓଭର ଖେଳି ସମସ୍ତ ୱିକେଟ ହରାଇ ମାତ୍ର ୧୬୨ ରନ କରିପାରିଥିଲ। ଓଡିଶା ପକ୍ଷରୁ ଗେ।ବିନ୍ଦ ପେ।ଦାର ସର୍ବାଧିକ […]

vijay hajare

vijay hajare

Rakesh Mallick
  • Published: Friday, 03 March 2017
  • Updated: 04 March 2017, 07:37 AM IST

Sports

Latest News

ପୁଣି ପରାସ୍ତ ହେଲା ଓଡିଶା । ଉଭୟ ବେ।ଲିଂ ଓ ବ୍ୟାଟିଂରେ ଫେଲ୍‌ ମାରିଲା ଓଡିଶା। ଦିଲ୍ଲୀର କର୍ନେଲ ସିଂ ଷ୍ଟାଡିୟମରେ ଅନୁଷ୍ଠିତ ବିଜୟ ହଜାରେ ଟ୍ରଫିର ଆଜିର ମ୍ୟାଚରେ ବିଦର୍ଭ ୭ ୱିକେଟରେ ଓଡିଶାକୁ ପରାସ୍ତ କରିଛି । ଆଜିର ମ୍ୟାଚରେ ଓଡିଶା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲ। ଓଡିଶା ୪୫.୩ ଓଭର ଖେଳି ସମସ୍ତ ୱିକେଟ ହରାଇ ମାତ୍ର ୧୬୨ ରନ କରିପାରିଥିଲ।

ଓଡିଶା ପକ୍ଷରୁ ଗେ।ବିନ୍ଦ ପେ।ଦାର ସର୍ବାଧିକ ୫୯ ରନ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି କ୍ରିଜ୍‌ରେ ତିଷ୍ଠି ପାରିନଥିଲେ। ୧୬୩ ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିବା ବିଦର୍ଭ ମାତ୍ର ୩ ୱିକେଟ୍‌ ହରାଇ ଲକ୍ଷ୍ୟ ପୂରଣ କରିନେଇଥିଲା। ଓଡିଶା ଏପର୍ଯ୍ୟନ୍ତ ୪ଟି ମ୍ୟାଚରୁ ଗେ।ଟିଏ ମ୍ୟାଚ୍‌ ଜିତିଥିବା ବେଳେ ୩ଟି ମ୍ୟାଚ୍‌ରେ ପରାଜିତ ହେ।ଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story