ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ସଫଳତାର ସହ ଶେଷ

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଗତ ୨୮ ତାରିଖରେ ସଫଳତାର ସହ ଶେଷ ହୋଇଛି। ଉତ୍ତରାଖଣ୍ଡରେ ଥିବା ହିମାଳୟ ପର୍ବତମାଳାର ରୁଦଗେରା ଶୃଙ୍ଗ ଆରୋହଣ ପାଇଁ ଓଡ଼ିଶାରୁ ୯ ଜଣ ପୁଅ ଏବଂ ୬ ଜଣ ଝିଅ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ପୁଅ ଓ ୪ ଜଣ ଝିଅ […]

university

university

Rakesh Mallick
  • Published: Monday, 10 October 2016
  • Updated: 10 October 2016, 08:39 PM IST

Sports

Latest News

ଭୁବନେଶ୍ୱର: ଓଡ଼ିଶା ସରକାରଙ୍କ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଟାଟା ଷ୍ଟିଲ୍ ଆଡ୍‌ଭେଞ୍ଚର ଫାଉଣ୍ଡେସନ୍‌ର ମିଳିତ ଆନୁକୂଲ୍ୟରେ ଆରମ୍ଭ ହୋଇଥିବା ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନ ଗତ ୨୮ ତାରିଖରେ ସଫଳତାର ସହ ଶେଷ ହୋଇଛି। ଉତ୍ତରାଖଣ୍ଡରେ ଥିବା ହିମାଳୟ ପର୍ବତମାଳାର ରୁଦଗେରା ଶୃଙ୍ଗ ଆରୋହଣ ପାଇଁ ଓଡ଼ିଶାରୁ ୯ ଜଣ ପୁଅ ଏବଂ ୬ ଜଣ ଝିଅ ଯାତ୍ରା କରିଥିଲେ। ସେମାନଙ୍କ ମଧ୍ୟରୁ ୯ ଜଣ ପୁଅ ଓ ୪ ଜଣ ଝିଅ ଏହି ଅଭିଯାନକୁ ସଫଳତାର ସହ ଶେଷ କରି ଓଡ଼ିଶା ଫେରିଛନ୍ତି। ଏହି ଦଳ ବଛେନ୍ଦ୍ରି ପାଲ ଓ ପ୍ରେମଲତା ଅଗ୍ରୱାଲଙ୍କ ତତ୍ତ୍ୱାବଧାନରେ ଯାତ୍ରା କରିଥିଲା। ଗତ ୧୭ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନର ଶୁଭାରମ୍ଭ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story