ବିଜୁ ପଟ୍ଟନାୟକ ଗୋଲ୍ଡ କପ୍‌ ହାତେଇଲା ବାଲେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୬ ହାଇସ୍କୁଲ୍ ପଡ଼ିଆରେ ଶେଷ ହୋଇଥିବା ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ ଚାମ୍ପିଅନ୍ ହୋଇଛି। ଗତକାଲି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ନୟାଗଡ଼ ସ୍ପୋର୍ଟସ୍ ହଷ୍ଟେଲ୍‌କୁ ୫-୪ ଟ୍ରାଇବ୍ରେକର ଜରିଆରେ ହରାଇଥିଲା ବାଲେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍। ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଟାଟା ଫୁଟ୍‌ବଲ୍‌ ଏକାଡେମୀକୁ ପ୍ରଶିକ୍ଷଣ ପାଇଁ ପଠାଯିବ। ୟୁନିଟ୍-୬ ଆଥ୍‌ଲେଟିକ୍ସ ଆସୋସିଏସନ୍ ଓ […]

balasore-football

balasore-football

Rakesh Mallick
  • Published: Tuesday, 13 December 2016
  • Updated: 13 December 2016, 10:08 AM IST

Sports

Latest News

ଭୁବନେଶ୍ୱର: ଭୁବନେଶ୍ୱର ୟୁନିଟ୍-୬ ହାଇସ୍କୁଲ୍ ପଡ଼ିଆରେ ଶେଷ ହୋଇଥିବା ବିଜୁ ପଟ୍ଟନାୟକ ଗୋଲ୍ଡ କପ୍ ଫୁଟ୍‌ବଲ୍‌ ଟୁର୍ଣ୍ଣାମେଣ୍ଟରେ ବାଲେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ ଚାମ୍ପିଅନ୍ ହୋଇଛି। ଗତକାଲି ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍‌ରେ ନୟାଗଡ଼ ସ୍ପୋର୍ଟସ୍ ହଷ୍ଟେଲ୍‌କୁ ୫-୪ ଟ୍ରାଇବ୍ରେକର ଜରିଆରେ ହରାଇଥିଲା ବାଲେଶ୍ୱର ସ୍ପୋର୍ଟସ୍ ହଷ୍ଟେଲ୍।

ଏହି ଟୁର୍ଣ୍ଣାମେଣ୍ଟରେ ୧୦ଟି ଦଳ ଭାଗ ନେଇଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଟାଟା ଫୁଟ୍‌ବଲ୍‌ ଏକାଡେମୀକୁ ପ୍ରଶିକ୍ଷଣ ପାଇଁ ପଠାଯିବ।

ୟୁନିଟ୍-୬ ଆଥ୍‌ଲେଟିକ୍ସ ଆସୋସିଏସନ୍ ଓ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story