ଅନୁଷ୍କାଙ୍କ ପ୍ରେମରେ ବିରାଟ ଅନ୍ଧ: ଇନଷ୍ଟାଗ୍ରାମ ପ୍ରୋଫାଇଲରେ ପ୍ରେମିକାଙ୍କ ଫଟୋ

ବାଙ୍ଗାଲୋର: କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଦୁଇ ଜଣଙ୍କ ଲଭଷ୍ଟୋରୀ ବିଷୟରେ କାହକୁ ଅଛପା ନାହିଁ। ଏହି ଦୁଇଜଣ ଲୁଚାଛଫା ପ୍ରେମ କରିବା ବଦଳରେ ଏବେ ସର୍ବସମ୍ମୁଖରେ ସମ୍ପର୍କକୁ ସ୍ୱୀକାର କରିବାରେ ଲାଗିଲେଣି। ନିୟମିତ ଭାବେ ଏହି ଦୁଇ ଜଣ ପରସ୍ପରଙ୍କୁ ଭେଟୁଥିବା ସହ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ଗଲାଣି। ନିକଟରେ ବିରାଟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରୋଫାଇ […]

17818344_1245789975519718_5238282843100020736_n_Fotor_Collage

Rakesh Mallick
  • Published: Friday, 14 April 2017
  • Updated: 14 April 2017, 06:38 PM IST

Sports

Latest News

ବାଙ୍ଗାଲୋର: କ୍ରିକେଟର୍‌ ବିରାଟ କୋହଲି ଓ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ପ୍ରେମକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏହି ଦୁଇ ଜଣଙ୍କ ଲଭଷ୍ଟୋରୀ ବିଷୟରେ କାହକୁ ଅଛପା ନାହିଁ। ଏହି ଦୁଇଜଣ ଲୁଚାଛଫା ପ୍ରେମ କରିବା ବଦଳରେ ଏବେ ସର୍ବସମ୍ମୁଖରେ ସମ୍ପର୍କକୁ ସ୍ୱୀକାର କରିବାରେ ଲାଗିଲେଣି। ନିୟମିତ ଭାବେ ଏହି ଦୁଇ ଜଣ ପରସ୍ପରଙ୍କୁ ଭେଟୁଥିବା ସହ ଏହି ପ୍ରେମୀ ଯୁଗଳଙ୍କ ଫଟୋ ସୋସିଆଲ ମିଡିଆରେ ଛାଇ ଗଲାଣି। ନିକଟରେ ବିରାଟ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ପ୍ରୋଫାଇ ପିକ୍‌ଚର୍ସ ଭାବେ ଅନୁଷ୍କା ଶର୍ମାଙ୍କ ଫଟୋ ପୋଷ୍ଟ କରି ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲିଟି ଯାଇଛନ୍ତି। ଏହି ଫଟୋ ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ଭାଇରାଲ ହେଇଯାଇଛି। କିଛିଦିନ ପୂର୍ବରୁ ବିରାଟ୍‌ ଆହତ ଥିବାରୁ ଅନୁଷ୍କା ତାଙ୍କୁ ଦେଖା କରିବାକୁ ବାଙ୍ଗାଲୋର ଯାଇଥିଲେ। ଯଦିଓ ବିରାଟ କିମ୍ବା ଅନୁଷ୍କା ସେମାନଙ୍କ ଲଭଷ୍ଟାରୀ ବିଷୟରେ ଖୋଲାଖୋଲି କିଛି କହିନାହାନ୍ତି। ତଥାପି କୋହଲି ନିଜ ଇନଷ୍ଟାଗ୍ରାମ ପ୍ରୋଫାଇଲରେ ଉଭୟ ଅନୁଷ୍କା ଓ ନିଜ ଫଟୋ ପୋଷ୍ଟ କରି ଲୋକମନଙ୍କୁ ବେସ କିଛି କହିଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story